Loading...

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକ୍‌-ସବା ଯୋଡି

ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକ୍‌-ସବା ଯୋଡି

ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ହାତ ଧରିବେ ଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋସନ୍। ଏନେଇ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି।ଏହି ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ସାମିଲ ହେବେ ।

ସାଇବର ଠକର ଶିକାର ହେଲେ ମଣ୍ଟୁ ଛୁରିଆ, ଗିରଫ ହେଲା ଅଭିଯୁକ୍ତ

ସାଇବର ଠକର ଶିକାର ହେଲେ ମଣ୍ଟୁ ଛୁରିଆ, ଗିରଫ ହେଲା ଅଭିଯୁକ୍ତ

ସାଇବର ଠକର ଶିକାର ହେଲେ ଓଡିଶାର ଆଗଧାଡିର ଗାୟକ ମଣ୍ଟୁ ଛୁରିଆ। ମଣ୍ଟୁଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି, ମଣ୍ଟୁଙ୍କ ଫଟୋ ଲଗାଇ ଅନଲାଇନରେ ପବ୍ ଜି ଖେଳୁଥିଲା ଅଭିଯୁକ୍ତ । ପବ୍ ଜି ଖେଳିବା ସହିତ ନିଜକୁ ମଣ୍ଟୁ ଛୁରିଆ ବୋଲି ପରିଚୟ ଦେଇ ଗୀତ ଗାଉଥିଲା ଓ ବହୁ ଯୁବତୀଙ୍କ ସହ ଚାଟିଂ କରୁଥିବା ଜଣାପଡ଼ିଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖିବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ

ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖିବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ

ଅଭିନେତା ପିଣ୍ଟୁ ନନ୍ଦଙ୍କୁଗତ କିଛିଦିନ ହେବ ପିଣ୍ଟୁ ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିଲା । ସେ କିମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ଫେବୃଆରୀ ୭ ତାରିଖରେ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାନେଟ ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା ।

ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍  କରିବେ ନୟନ ତାରା

ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବେ ନୟନ ତାରା

ଅଭିନେତ୍ରୀ ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍‌ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି।

କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ କୁମାର

କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ କୁମାର

ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି।

ଦିଲ୍ଲୀର ILBS ହସ୍ପିଟାଲରେ ହେବ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା

ଦିଲ୍ଲୀର ILBS ହସ୍ପିଟାଲରେ ହେବ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା

ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି। ଏହାସହ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ଶୁଭାକାଂକ୍ଷୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପିଣ୍ଟୁ ନନ୍ଦଙ୍କ ସହିତ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ତା ପରଦିନ ପିଣ୍ଟୁଙ୍କ ଭାଇ ଓ ଦୁଇ ଜଣ ଡୋନର ଯିବେ ସୂଚନା ମିଳିଛି।

ଆସନ୍ତାକାଲିକୁ ଘୁଞ୍ଚିଲା କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ

ଆସନ୍ତାକାଲିକୁ ଘୁଞ୍ଚିଲା କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ

ଫେବ୍ରୁଆରୀ ୭ ତାରିଖକୁ ଘୁଞ୍ଚିଲା ବଲିଉଡର ଜଣାଶୁଣା ଷ୍ଟାର କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ । ଆଜି ରାଜସ୍ଥାନରେ ଏକ ହୋଟେଲ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୌଣସି କାରଣ ପାଇଁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି ।

ହସ୍ପିଟାଲରେ ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ

ହସ୍ପିଟାଲରେ ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ

ସାଉଥ ତଥା ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ ନିଜର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି ।

>