ମୌଳିକ ଗୀତ ଭାବେ ‘ଗୋଲ୍ଡେନ୍ ଗ୍ଲୋବ୍ସ୍’ ଜିଣିଲା ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ
ଏସ୍. ଏସ୍. ରାଜାମୌଲୀଙ୍କ ‘ଆର୍ଆର୍ଆ୍’ (ରୌଦ୍ରମ୍ ରଣମ୍ ରୁଧିରମ୍) ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍ର ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍ଡେନ୍ ଗ୍ଲୋବ୍ସ୍’ ବିଜୟୀ ହୋଇଛି