Loading...

ମନୋରଞ୍ଜନ

ଆଜି ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି ଇମ୍ରାନ ହାସମୀ

ଆଜି ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି ଇମ୍ରାନ ହାସମୀ

ବଲିଉଡରେ କିସିଂ ହିରୋ ଭାବେ ନାଁ କରିଥିଲେ ଇମ୍ରାନ ହାସମୀ। ଇମ୍ରାନ ଆଜି ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଇମ୍ରାନ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ନିଜ କ୍ୟାରିଅର ମଧ୍ୟରେ ବିଭିନ୍ନ ପ୍ରକାର ଚରିତ୍ରରେ ନଜର ଆସିଛନ୍ତି।

କେନିକୋ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର

କେନିକୋ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଓଡିଆ ପୁଅ ଜିତେନ୍ଦ୍ର ମିଶ୍ର

ଚଳଚ୍ଚିତ୍ର ସହ ନିର୍ଦ୍ଦେଶକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ଜାପାନରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ କେନିକୋ-୨୨ ଫିଲ୍ମ ଫେଷ୍ଟିଭାଲ୍‌ରେ ସେ ଜୁରୀ ଭାବରେ ଚୟନ ହୋଇଛନ୍ତି।

ପୁଣି ଏକାଠି ଆସିବେ ଟାଇଗର - କୃତି

ପୁଣି ଏକାଠି ଆସିବେ ଟାଇଗର - କୃତି

ଅଭିନେତା ଟାଇଗର ଶ୍ରଫ୍ ଓ କୃତି ସାନନ୍ ଆଜିକାଲି ସେମାନଙ୍କର ଆଗାମୀ ଫିଲ୍ମ 'ଗଣପତ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। 'ଗଣପତ୍' ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ। ଫିଲ୍ମ ପ୍ରସ୍ତୁତିକୁ ନେଇ ସୂଚନା ପାଇବା ପରେ ପ୍ରଶଂସକଙ୍କ ଖୁସି କହିଲେ ନସରେ। ସେମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ମା’ ହେବାକୁ ଯାଉଛନ୍ତି ସୋନମ କପୁର

ମା’ ହେବାକୁ ଯାଉଛନ୍ତି ସୋନମ କପୁର

ମାଆ ହେବାକୁ ଯାଉଛନ୍ତି ସୋନମ କପୁର । ଖୁବ ଶୀଘ୍ର ଅଭିନେତ୍ରୀ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ସୋନମ ନିଜ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କିଛି ଚିତ୍ର ସେୟାର କରିଛନ୍ତି ।

ମେ’ରେ ବିବାହ କରିବେ କନିକା କପୁର

ମେ’ରେ ବିବାହ କରିବେ କନିକା କପୁର

ଗତ କିଛି ଦିନ ହେବ କନିକା କପୁର ଏବଂ ତାଙ୍କ ଭାବି ସ୍ୱାମୀ ବିଷୟରେ ଆଲୋଚନା ଚାଲିଛି। ରିପୋର୍ଟ ହୋଇଛି ଯେ ଉଭୟ ଦୀର୍ଘ ସମୟ ଧରି ଏକ ସମ୍ପର୍କରେ ଅଛନ୍ତି ଏବଂ ପରସ୍ପରକୁ ଡେଟ୍ କରୁଥିଲେ ।

'ଦ କାଶ୍ମୀର ଫାଇଲ୍ସ'ର ପ୍ରମୋଶନ କରିବାକୁ ମନାକରି ବିବାଦରେ କପିଲ ଶର୍ମା

'ଦ କାଶ୍ମୀର ଫାଇଲ୍ସ'ର ପ୍ରମୋଶନ କରିବାକୁ ମନାକରି ବିବାଦରେ କପିଲ ଶର୍ମା

ଟିଭିର ଲୋକପ୍ରିୟ ରିଆଲିଟି ଶୋ’ 'ଦି କପିଲ ଶର୍ମା ଶୋ' ଆଜିକାଲି ବିବାଦରେ ଛନ୍ଦି ହୋଇପଡିଛି। ଶୋ’କୁ 'ଦ କାଶ୍ମୀର ଫାଇଲ୍ସ'ର ଟିମ୍‌କୁ ଯିବା ନେଇ ମନା କରିଦେଇଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲ ଶର୍ମାଙ୍କ ଉପରେ ଅଭିଯୋଗ କରିଛନ୍ତି।

୨୧ ଦିନ ମଧ୍ୟରେ ଋଣ ସୁଝିବାକୁ ଅଭିନେତା ବିଶାଲଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

୨୧ ଦିନ ମଧ୍ୟରେ ଋଣ ସୁଝିବାକୁ ଅଭିନେତା ବିଶାଲଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରିନଥିବାରୁ ଏବେ ଅଡୁଆ ପରିସ୍ଥିତିରେ ପଡିଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ବିଶାଲ | ମିଳିଥିବା ସୂଚନା ମୁତାବକ ଵିଶାଲ ଲାଇକା ପ୍ରଡକ୍ସନ୍ସକୁ ୨୧ କୋଟି ଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି।

ଆଜି ଅମୀର ଖାନଙ୍କ ଜନ୍ମଦିନ

ଆଜି ଅମୀର ଖାନଙ୍କ ଜନ୍ମଦିନ

ବଲିଉଡ ଅଭିନେତା ଅମିର୍ ଖାନ୍ ଦୀର୍ଘ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ଯୋଡି ହୋଇ ଅଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ତାଙ୍କ ପ୍ରତିଭା ବଳରେ ସେ ଆଜି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

>