Loading...

ମନୋରଞ୍ଜନ

ରଣବୀର- ଆଲିଆଙ୍କର ବିବାହ ତାରିଖ ଘୋଷଣା କଲେ ଦୁଇ ପରିବାର

ରଣବୀର- ଆଲିଆଙ୍କର ବିବାହ ତାରିଖ ଘୋଷଣା କଲେ ଦୁଇ ପରିବାର

ଆଲିଆ ଭଟ୍ଟ ବର୍ତ୍ତମାନ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପୁଣି ଥରେ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି ।

ଲିକ ହେଲା ପ୍ରଭାସ ଏବଂ ପୂଜା ହେଗଡେଙ୍କ ‘ରାଧେ ଶ୍ୟାମ’

ଲିକ ହେଲା ପ୍ରଭାସ ଏବଂ ପୂଜା ହେଗଡେଙ୍କ ‘ରାଧେ ଶ୍ୟାମ’

ମିଡିଆ ରିପୋର୍ଟ ଅନୁଯାୟୀ, କିଛି ଓ୍ଵେବସାଇଟ୍‌ ସହିତ ରୋଟେଣ୍ଟରେ ରାଧେ ଶ୍ୟାମ୍ ଲିକ୍ ହୋଇଛି। କୁହାଯାଉଛି ଫିଲ୍ମ ଏଚଡି ଭର୍ସନରେ ଲିକ୍ ହୋଇଛି। ଯଦି ଏହା ସତ ହୋଇଥାଏ ତେବେ ଫିଲ୍ମର ବ୍ୟବସାୟରେ ବହୁତ କ୍ଷତି ଘଟିପାରେ। ଫିଲ୍ମ ଲିକ୍‌ ହେବା କାରଣରୁ ବକ୍ସ ଅଫିସରେ ଏହାର ଖରାପ ପ୍ରଭାବ ପଡିବ। ନିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ।

ଆଦିତ୍ୟ ନାରାୟଣ ସେୟାର କଲେ ଝିଅ ତ୍ୱିସାଙ୍କ ପ୍ରଥମ ଝଲକ

ଆଦିତ୍ୟ ନାରାୟଣ ସେୟାର କଲେ ଝିଅ ତ୍ୱିସାଙ୍କ ପ୍ରଥମ ଝଲକ

ଝିଅ ତ୍ୱିସା ନାରାୟଣର ପ୍ରଥମ ଝଲକ ସେୟାର କରି ଆଦିତ୍ୟ ଲେଖିଛନ୍ତି କି, ମୁଁ ଏହି ସମୟରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି। ମୁଁ କିଛି ଦିନ ପାଇଁ ସୋସିଆଲ ମିଡ଼ିଆରୁ ଛୁଟି ନେବାକୁ ଚାହୁଁଛି।

ଖୁବଶୀଘ୍ର ପରଦାକୁ ଆସିବ ବାହୁବଳୀର ତୃତୀୟ ଭାଗ

ଖୁବଶୀଘ୍ର ପରଦାକୁ ଆସିବ ବାହୁବଳୀର ତୃତୀୟ ଭାଗ

‘ବାହୁବଳୀ’ ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆସିପାରେ ବାହୁବଳୀର ତୃତୀୟ ଭାଗ । ଏନେଇ ସାମ୍ୟକ ଇଙ୍ଗିତ କରିଛନ୍ତି ଫିଲ୍ମର ଫେମ୍ ହିରୋ ପ୍ରଭାସ । ତେବେ ବାହୁବଳୀର ପ୍ରଥମ ଓ ଦ୍ୱିତୀୟ ଭାଗ ବକ୍ସ ଅଫିସରେ ବ୍ଲକବଷ୍ଟର ହେବା ପରେ ତୃତୀୟ ଭାଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

ବୋଲ୍ଡ ଲୁକରେ ନଜର ଆସିଲେ ଅନୁପମା ସିରିଏଲର ଫେମ ଅଭିନେତ୍ରୀ ରୂପାଲୀ ଗାଙ୍ଗୁଲୀ

ବୋଲ୍ଡ ଲୁକରେ ନଜର ଆସିଲେ ଅନୁପମା ସିରିଏଲର ଫେମ ଅଭିନେତ୍ରୀ ରୂପାଲୀ ଗାଙ୍ଗୁଲୀ

ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

କନ୍ୟା ସନ୍ତାନର ଜନକ ହେଲେ ଆଦିତ୍ୟ ନାରାୟଣ

କନ୍ୟା ସନ୍ତାନର ଜନକ ହେଲେ ଆଦିତ୍ୟ ନାରାୟଣ

ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ, ଅଭିନେତା ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବାପା ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

>