Loading...

ମନୋରଞ୍ଜନ

ସ୍ବୟଂବର କରି ଜୀବନସାଥୀ ବାଛିବେ ମିକା ସିଂ

ସ୍ବୟଂବର କରି ଜୀବନସାଥୀ ବାଛିବେ ମିକା ସିଂ

ଟେଲିଭିଜନରେ ଜୀବନସାଥୀ ବାଛିବାର ଟ୍ରେଣ୍ଡ୍ ବହୁତ ଆଗରୁ ଚାଲି ଆସିଛି। ଏହି କ୍ରମରେ ଏବେ ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ରିଆଲିଟି ସୋ’ ମାଧ୍ୟମରେ ତାଙ୍କ ପାଇଁ ଜୀବନସାଥୀ ଖୋଜିବେ ବୋଲି ଖବର ସାମ୍ନାକୁ ଆସିଛି।

‘କାଚା ବାଦାମ’ ଫେମ୍‌ ଭୁବନ ବାଦାୟକରଙ୍କ କାର ଦୁର୍ଘଟଣାଗସ୍ତ

‘କାଚା ବାଦାମ’ ଫେମ୍‌ ଭୁବନ ବାଦାୟକରଙ୍କ କାର ଦୁର୍ଘଟଣାଗସ୍ତ

‘କାଚା ବାଦାମ’ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଭୁବନ ବାଦାୟକର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଛାତିରେ ଆଘାତ ଲାଗିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଗୁରୁତର ଅଛି।

ଖୁବ୍‌ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌

ଖୁବ୍‌ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌

ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ଏଥରକ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କ ଡେବ୍ୟୁ। ତେବେ ଶାହାରୁଖ ପୂର୍ବରୁ ହିଁ କହିସାରିଛନ୍ତି ଯେ ଆର୍ଯ୍ୟନ୍‌ଙ୍କୁ ଆକ୍ଟିଂରେ ଆଦୌ ଆଗ୍ରହ ନାହିଁ।

ବିବାହ ବନ୍ଧନରେ ବାନ୍ଧି ହେଲେ ଅନିଲ ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀ

ବିବାହ ବନ୍ଧନରେ ବାନ୍ଧି ହେଲେ ଅନିଲ ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀ

ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଫେବୃଆରୀ ୨୦ରେ କୃଶା ଶାହଙ୍କୁ ବିବାହ କରିଛନ୍ତି।

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ: ରଣବୀର ଶ୍ରେଷ୍ଠ ଅଭିନେତା ଓ କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ: ରଣବୀର ଶ୍ରେଷ୍ଠ ଅଭିନେତା ଓ କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ ଗତକାଲି ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ ।

୨୨ ବର୍ଷ ପରେ ପୁଣି ଛୋଟ ପରଦାରେ ଆସୁଛି ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’

୨୨ ବର୍ଷ ପରେ ପୁଣି ଛୋଟ ପରଦାରେ ଆସୁଛି ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’

ସବୁଦିନ ସନ୍ଧ୍ୟା ୫ଟାରେ ଷ୍ଟାରପ୍ଲସରେ ପ୍ରସାରିତ ହେବ ଏହି ଲୋକପ୍ରିୟ ଧାରାବାହିକ। ପାର। ଭାରତୀୟ ଟେଲିଭିଜନ ଇତିହାସରେ ପ୍ରଥମ ଧାରାବାହିକ ଭାବେ ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’ ୧୦୦୦ ଏପିସୋଡ୍ ସମାପ୍ତ କରିଥିଲା।

>