Loading...

ମନୋରଞ୍ଜନ

‘ଦାଦାଗିରି’ ସେଟ୍‌ରେ ଅଭିନେତ୍ରୀ ରଚନା ବାନାର୍ଜୀ

‘ଦାଦାଗିରି’ ସେଟ୍‌ରେ ଅଭିନେତ୍ରୀ ରଚନା ବାନାର୍ଜୀ

ଜୀ-ସାର୍ଥକର ମେଗା ରିୟାଲିଟି ଗେମ୍ ସୋ’ ‘ଦାଦାଗିରି’ ସେଟ୍‌ରେ ଅଭିନେତ୍ରୀ ରଚନା ଓଡ଼ିଶାବାସୀଙ୍କ ଭଲ ପାଇବା, କଳା ସଂସ୍କୃତିକୁ ପ୍ରଶଂସା କରିବା ସହ ଅଭିନୟ କ୍ୟାରିୟର୍‌ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ।

ବିବାହ କଲେ ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରାୟ

ବିବାହ କଲେ ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରାୟ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରାୟ । ବିବାହ ମଣ୍ଡପରେ ସ୍ୱାମୀଙ୍କ ସହ ପ୍ରଥମ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି  ।

ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ କାହାଣୀ ଯାହାକି ବଲିଉଡରେ ଫିଲ୍ମ ରୂପରେ

ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ କାହାଣୀ ଯାହାକି ବଲିଉଡରେ ଫିଲ୍ମ ରୂପରେ

ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ।

ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଓ ସୁନନ୍ଦା

ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଓ ସୁନନ୍ଦା

ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ। ଜୀବନ ସାଥି ଭାବେ ତାଙ୍କର କଲେଜ ସମୟର ବାନ୍ଧବୀ ତଥା ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି ।

ସନ୍ତାନର ପିତାମାତା ହେଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନାସ୍‌

ସନ୍ତାନର ପିତାମାତା ହେଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନାସ୍‌

‘ସରୋଗେସି’ ଜରିଆରେ ସେ ଓ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଗୋଟିଏ ସନ୍ତାନର ପିତାମାତା ହୋଇଥିବା କଥା ଶୁକ୍ରବାର ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

>