Loading...

ମନୋରଞ୍ଜନ

ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗରୁ ହତ୍ୟା ଧମକ ପରେ ସଲମାନ ଖାନଙ୍କୁ ମିଳିବ Y + ସୁରକ୍ଷା

ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗରୁ ହତ୍ୟା ଧମକ ପରେ ସଲମାନ ଖାନଙ୍କୁ ମିଳିବ Y + ସୁରକ୍ଷା

ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଏବେ ତାଙ୍କୁ ମୁମ୍ବାଇ ପୋଲିସ ତରଫରୁ Y + ସୁରକ୍ଷା ଦିଆଯିବ। ନିକଟ ଅତୀତରେ ଅଭିନେତାଙ୍କୁ ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଭାରତୀ ସିଂହ ଓ ହର୍ଷଙ୍କ ଡ୍ରଗ୍ସ ଓ ଗଞ୍ଜେଇ ମାମଲାର ଚାର୍ଜସିଟ୍ନ ଦାଖଲ କଲା ଏନସିବି

ଭାରତୀ ସିଂହ ଓ ହର୍ଷଙ୍କ ଡ୍ରଗ୍ସ ଓ ଗଞ୍ଜେଇ ମାମଲାର ଚାର୍ଜସିଟ୍ନ ଦାଖଲ କଲା ଏନସିବି

କମେଡି କ୍ୱିନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ଅସୁବିଧା ପୁଣିଥରେ ବଢିବାକୁ ଯାଉଛି । କାହିଁକି ନା, ଡ୍ରଗ୍ସ ମାମଲାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଏନସିବି । ମିଳିଥିବା ସୂଚନା ମୁତାବକ, ଏନସିବି ଏହି କମେଡି କପଲଙ୍କ ନାଁରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।

ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରାଇବେ ବର୍ଷା

ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରାଇବେ ବର୍ଷା

ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ରକୁଲ ପ୍ରୀତ-ଜ୍ୟାକି ଭଗନାନୀ

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ରକୁଲ ପ୍ରୀତ-ଜ୍ୟାକି ଭଗନାନୀ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ। କୁହାଯାଉଛି ଯେ ଉଭୟ ୨୦୨୩ରେ ବିବାହ କରିପାରନ୍ତି। ଏନେଇ ଅଭିନେତ୍ରୀଙ୍କ ଭାଇ ସୂଚନା ଦେଇଛନ୍ତି। ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ।

ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ

ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ

ସେ ଚିର ସବୁଜ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି  । କୋଟିକୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ  ।

ସରୋଗେସୀ ଜରିଆରେ ଜାଆଁଳା ପିଲା ହେବାପରେ ଅଡୁଆରେ ନୟନତାରା ଓ ତାଙ୍କ ସ୍ଵାମୀ

ସରୋଗେସୀ ଜରିଆରେ ଜାଆଁଳା ପିଲା ହେବାପରେ ଅଡୁଆରେ ନୟନତାରା ଓ ତାଙ୍କ ସ୍ଵାମୀ

ତାମିଲ ଷ୍ଟାର୍ ନୟନତାରା ଓ ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ସରୋଗେସୀ ଉପାୟରେ ଦୁଇ ଜାଆଁଳା ପିଲାର ବାପାମା ହୋଇଛନ୍ତି। ଏହି ସେଲିବ୍ରେଟି କପଲ ନିଜ ପିଲାକୁ ପାଖରେ ପାଇ ଖୁସି ମନାଉଥିବା ବେଳେ ପଛରେ ପଡ଼ିଯାଇଛନ୍ତି ସରକାର।

୮୦ ବର୍ଷରେ ପାଦ ଥାପିଲେ ଅମିତାଭ ବଚ୍ଚନ

୮୦ ବର୍ଷରେ ପାଦ ଥାପିଲେ ଅମିତାଭ ବଚ୍ଚନ

ସିନେଜଗତର ଶେହନଶାହ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଦେଇଛନ୍ତି । କେବଳ ଭାରତ ନୁହେଁ, ବିଶ୍ବର କୋଣଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ୧୯୪୨ ଅକ୍ଟୋବର ୧୧ରେ ବିଗ୍ ବି ଅମିତାଭ ବଚ୍ଚନ ଜନ୍ମଗ୍ରହଣ କରିଥିଲେ।

ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ

ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ

ମନୋରଂଜନ ଦୁନିଆଁରୁ ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଯାଇଛି । ଅନେକ ସିରିଏଲ ସହ ଫିଲ୍ମରେ କାମ କରି ନିଜର ଭିନ୍ନ ଭିନ୍ନ ଅଭିନୟର ଛାପ ଛାଡିଥିବା ଅରୁଣ ବାଲିଙ୍କର ୭୯ ବର୍ଷରେ ପରଲୋକ ହୋଇଛି ।

>