Loading...

ମନୋରଞ୍ଜନ

ଗୁମହୈ କିସି କେ ପ୍ୟାର'ର ସୁଟିଂରେ ନିଆଁ

ଗୁମହୈ କିସି କେ ପ୍ୟାର'ର ସୁଟିଂରେ ନିଆଁ

ଗୋରେଗାଓଁ ପିଲ୍ମ ସିଟିରେ ଶୁକ୍ରବାର ଅପରାହ୍ନରେ ଗୁମହୈ କିସି କେ ପ୍ୟାର ର ସୁଟିଂ ଚାଲିଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା।  ସଙ୍ଗେ ସଙ୍ଗେ ନିଆଁ ତେରି ମେରି ଦୁରିଆ ଓ ଅଜୁନୀ ଧାରାବାହିକ ସେଟକୁ ମଧ୍ୟ ବ୍ୟାପିଯାଇଥିଲା।

ପରଲୋକରେ ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ

ପରଲୋକରେ ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ

୬୭ ବର୍ଷ ବୟସରେ ବଲିଉଡ଼ ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ ଚନ୍ଦ୍ର କୌଶିକଙ୍କର ପରଲୋକ ଘଟିଛି। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି।

ହିନ୍ଦୁ ରୀତିନୀତି ହିସାବରେ ବିବାହ କରିବେ ଅଭିନେତ୍ରୀ ସ୍ବରା ଭାସ୍କର

ହିନ୍ଦୁ ରୀତିନୀତି ହିସାବରେ ବିବାହ କରିବେ ଅଭିନେତ୍ରୀ ସ୍ବରା ଭାସ୍କର

ହିନ୍ଦୁ ରୀତିନୀତି ହିସାବରେ ବିବାହ କରିବେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର। ଏ ଖବର ସେ ନିଜେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସ୍ୱରାଙ୍କ ମାର୍ଚ୍ଚ ୧୧ରୁ ୧୬ ତାରିଖ ମଧ୍ୟରେ ହେବ ପ୍ରି-ୱେଡିଂ ସେରେମୋନୀ।

ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକ୍‌-ସବା ଯୋଡି

ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକ୍‌-ସବା ଯୋଡି

ଗାର୍ଲଫ୍ରେଣ୍ଡ ସବା ଆଜାଦଙ୍କ ହାତ ଧରିବେ ଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋସନ୍। ଏନେଇ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି।ଏହି ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବ ସାମିଲ ହେବେ ।

ସାଇବର ଠକର ଶିକାର ହେଲେ ମଣ୍ଟୁ ଛୁରିଆ, ଗିରଫ ହେଲା ଅଭିଯୁକ୍ତ

ସାଇବର ଠକର ଶିକାର ହେଲେ ମଣ୍ଟୁ ଛୁରିଆ, ଗିରଫ ହେଲା ଅଭିଯୁକ୍ତ

ସାଇବର ଠକର ଶିକାର ହେଲେ ଓଡିଶାର ଆଗଧାଡିର ଗାୟକ ମଣ୍ଟୁ ଛୁରିଆ। ମଣ୍ଟୁଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି, ମଣ୍ଟୁଙ୍କ ଫଟୋ ଲଗାଇ ଅନଲାଇନରେ ପବ୍ ଜି ଖେଳୁଥିଲା ଅଭିଯୁକ୍ତ । ପବ୍ ଜି ଖେଳିବା ସହିତ ନିଜକୁ ମଣ୍ଟୁ ଛୁରିଆ ବୋଲି ପରିଚୟ ଦେଇ ଗୀତ ଗାଉଥିଲା ଓ ବହୁ ଯୁବତୀଙ୍କ ସହ ଚାଟିଂ କରୁଥିବା ଜଣାପଡ଼ିଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖିବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ

ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖିବୁଜିଲେ ଅଭିନେତା ପିଣ୍ଟୁ ନନ୍ଦ

ଅଭିନେତା ପିଣ୍ଟୁ ନନ୍ଦଙ୍କୁଗତ କିଛିଦିନ ହେବ ପିଣ୍ଟୁ ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିଲା । ସେ କିମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ଫେବୃଆରୀ ୭ ତାରିଖରେ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାନେଟ ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା ।

ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍  କରିବେ ନୟନ ତାରା

ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବେ ନୟନ ତାରା

ଅଭିନେତ୍ରୀ ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍‌ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି।

କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ କୁମାର

କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ କୁମାର

ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି।

>