Loading...

ମନୋରଞ୍ଜନ

ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ରାମଚରଣ

ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ରାମଚରଣ

ଆର୍‌.ଆର୍‌.ଆର୍‌ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏଁ ବ୍ରହ୍ମଚର୍ଯ୍ୟ ପାଳନ କରିବେ।

ଆଗାମୀ ଫିଲ୍ମ ପାଇଁ ଓଜନ ବଢାଉଛନ୍ତି ରିତେଶ ଦେଶମୁଖ

ଆଗାମୀ ଫିଲ୍ମ ପାଇଁ ଓଜନ ବଢାଉଛନ୍ତି ରିତେଶ ଦେଶମୁଖ

ରିତେଶ ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରିତେଶ ଜମେଇକି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।ଭିଡିଓରେ ରିତେଶ ଆଙ୍ଗୁଳି ଚାଟି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।

ଗୁରମିତ ଏବଂ ଦେବିନାଙ୍କ ଘରକୁ ଆସିଲେ କୁନି ଅତିଥି

ଗୁରମିତ ଏବଂ ଦେବିନାଙ୍କ ଘରକୁ ଆସିଲେ କୁନି ଅତିଥି

ଟେଲି ଜଗତର ଆଉ ଜଣେ ଜଣାଶୁଣା ଯୋଡି ଗୁରମିତ ଚୌଧୁରୀ ଏବଂ ଦେବିନା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଦେବିନା ୩ ତାରିଖରେ ଅର୍ଥାତ୍‌ ଗତକାଲି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

୭୯ ବର୍ଷରେ ବିଗ ବି କଲେ ଷ୍ଟଣ୍ଟ

୭୯ ବର୍ଷରେ ବିଗ ବି କଲେ ଷ୍ଟଣ୍ଟ

୭୯ ବର୍ଷୀୟ ଅମିତାଭ ବଚ୍ଚନ ତାଙ୍କର କୃ-ମେମ୍ବର ଓ ନିର୍ଦ୍ଦେଶକଙ୍କୁ କହିଥିଲେଯେ ସେ ନିଜେ ସିନ୍‌ରେ ଥିହା ଷ୍ଟଣ୍ଟ କରିବେ। ଏହା ଶୁଣି ପ୍ରଡକ୍ସନର କୃ ମେମ୍ୱର ସହିତ ସୁଟିଙ୍ଗ ସେଟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

‘ରସିକ ନାଗର’ ର ପୁରୁଣା ଲୁକରେ ନଜର ଆସିବେ ସିଦ୍ଧାନ୍ତ

‘ରସିକ ନାଗର’ ର ପୁରୁଣା ଲୁକରେ ନଜର ଆସିବେ ସିଦ୍ଧାନ୍ତ

ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସରଘରିଆ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ସିଦ୍ଧାନ୍ତଙ୍କ ଏହି ଗେଟଅପ୍ ଓ ଭୂମିକା ‘ପ୍ରେମମ୍’ର ଅନ୍ୟତମ ଆକର୍ଷଣ ହେବ ବୋଲି ଚର୍ଚ୍ଚା ହେଉଛି।

ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସୁହାନା

ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସୁହାନା

ଶୁକ୍ରବାର ରାତିରେ ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ ସୁହାନା ଏକ କଳା ସାଟିନ୍ ଡ୍ରେସ ପିନ୍ଧି ଏକ ଫଟୋ ପୋଷ୍ଟ କରିଛନ୍ତି। ଚିତ୍ରରେ ସୁହାନା ପୋଜ୍ ଦେବାବେଳେ କ୍ୟାମେରାଠାରୁ ଦୂରେଇ ଯାଇଛନ୍ତି। ଯଦିଓ ସେ ଏହି ପୋଷ୍ଟର କ୍ୟାପସନ୍ ଲେଖି ନାହାଁନ୍ତି, ଫଟୋ ସହିତ ଏକ କଳା ହୃଦୟ ଇମୋଜି ଯୋଡିଛନ୍ତି।

ଜୋତା ପିନ୍ଧି ହନୁମାନ ଚାଳିଶା ସଂଗୀତ ଭିଡିଓ ସୁଟିଂ କରି ବିବାଦରେ ଗାୟକ ସୁଖବିନ୍ଦର ସିଂହ

ଜୋତା ପିନ୍ଧି ହନୁମାନ ଚାଳିଶା ସଂଗୀତ ଭିଡିଓ ସୁଟିଂ କରି ବିବାଦରେ ଗାୟକ ସୁଖବିନ୍ଦର ସିଂହ

ନିକଟରେ  ବଲିଉଡ ଫିଲ୍ମ ଏବଂ ସେଗୁଡ଼ିକର ଗୀତର ସୁଟିଂ ବାରଣାସୀରେ ଗଙ୍ଗାଘାଟରେ ଏବଂ ଅନ୍ୟ କିଛି ସ୍ଥାନରେ ଚାଲିଥିବା ଦେଖିବାକୁ ମିଳିଛି । କିନ୍ତୁ ସିଙ୍ଗର ସୁଖବିନ୍ଦର ସିଂ ନିଜର ନୂଆ ଡ୍ୟାନ୍ସ ଭିଡ଼ିଓକୁ ନେଇ ବିବାଦକୁ ଆସି ଯାଇଛନ୍ତି ।

>