ସୁଦର୍ଶନଙ୍କ ସହ ବାଲୁକା କଳା ପ୍ରସ୍ତୁତ କଲେ ଥ୍ରି ଇଡିଅଟ ମୁଭିର ରିଅଲ ୱାଙ୍ଗଚୁକ୍
ବିଶିଷ୍ଟ ଶିକ୍ଷାବିତ, ଶିକ୍ଷା ସଂସ୍କାରକ, ନବପ୍ରବର୍ତ୍ତକ ଇଂଜିନିୟର ସୋନମ ୱାଙ୍ଗଚୁକ୍ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ବାଲୁକା କଳା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।