Loading...

ମନୋରଞ୍ଜନ

ସନ୍ତାନର ପିତାମାତା ହେଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନାସ୍‌

ସନ୍ତାନର ପିତାମାତା ହେଲେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନାସ୍‌

‘ସରୋଗେସି’ ଜରିଆରେ ସେ ଓ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଗୋଟିଏ ସନ୍ତାନର ପିତାମାତା ହୋଇଥିବା କଥା ଶୁକ୍ରବାର ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ପତ୍ନୀ ସ୍ମିତାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ମହାଭାରତର ଶ୍ରୀକୃଷ୍ଣ ନୀତିଶ ଭରଦ୍ୱାଜ

ପତ୍ନୀ ସ୍ମିତାଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି ମହାଭାରତର ଶ୍ରୀକୃଷ୍ଣ ନୀତିଶ ଭରଦ୍ୱାଜ

ଫେମସ୍‌  ଟିଭି ସିରିୟଲ ମହାଭାରତର ପିତାମହ ଭୀଷ୍ମଙ୍କ ଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ଛବି ଲୋକଙ୍କ ମନରେ ନିଜ ଛାପ ଛାଡିଦେଇଛି।

ବିବାହର ୧୮ବର୍ଷ ପରେ ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ

ବିବାହର ୧୮ବର୍ଷ ପରେ ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ

ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବ‌ିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସୁଦର୍ଶନଙ୍କ ସହ ବାଲୁକା କଳା ପ୍ରସ୍ତୁତ କଲେ ଥ୍ରି ଇଡିଅଟ ମୁଭିର ରିଅଲ ୱାଙ୍ଗଚୁକ୍‌

ସୁଦର୍ଶନଙ୍କ ସହ ବାଲୁକା କଳା ପ୍ରସ୍ତୁତ କଲେ ଥ୍ରି ଇଡିଅଟ ମୁଭିର ରିଅଲ ୱାଙ୍ଗଚୁକ୍‌

ବିଶିଷ୍ଟ ଶିକ୍ଷାବିତ, ଶିକ୍ଷା ସଂସ୍କାରକ, ନବପ୍ରବର୍ତ୍ତକ ଇଂଜିନିୟର ସୋନମ ୱାଙ୍ଗଚୁକ୍‌ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ବାଲୁକା କଳା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।

ଆରପାରିରେ ଓଡିଆ ସିନେ ଜଗତର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

ଆରପାରିରେ ଓଡିଆ ସିନେ ଜଗତର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

 ଓଡିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ। ୮୨ ବର୍ଷ ବୟସରେ ବାରିପଦାସ୍ଥିତ ତାଙ୍କ ବାସଭନବରେ ତାଙ୍କ ଦେହାନ୍ତ ହୋଇଛି।

ICUରେ ଗାୟିକା ଲତା ମଙ୍ଗେସ୍କର

ICUରେ ଗାୟିକା ଲତା ମଙ୍ଗେସ୍କର

ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ କୋଭିଡ୍‌-୧୯ଜନିତ ନିମୋନିଆରେ ଆକ୍ରାନ୍ତ ହୋଇଥିବା ୯୨ ବର୍ଷୀୟ ଲତା ମଙ୍ଗେସ୍କର୍‌ଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା।

>