ଅଭିନୟ ଜଗତକୁ ଅଲବିଦା କହିଲେ ଅନୁପମା ସିରିୟଲର ନନ୍ଦିନୀ ଓରଫ୍ ଅଙ୍ଘା ଭୋସଲେ
ସନା ଖାନ ଓ ଜାଏରା ୱସିମଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଅଭିନୟ ଜଗତକୁ ବାଏ ବାଏ କହିଛନ୍ତି । ଧାର୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ସିରିଏଲ୍ ‘ଅନୁପମା’ ଫେମ୍ ଅଭିନେତ୍ରୀ ନନ୍ଦିନୀ ଓରଫ୍ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆକୁ ଅଲବିଦା କହିଛନ୍ତି।