Loading...

ମନୋରଞ୍ଜନ

ଦିଲ୍ଲୀର ୫୦ ବର୍ଷର ପରମ୍ପରାରେ ପ୍ରଥମ: ଲାଲକିଲ୍ଲାରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିବେ କଙ୍ଗନା

ଦିଲ୍ଲୀର ୫୦ ବର୍ଷର ପରମ୍ପରାରେ ପ୍ରଥମ: ଲାଲକିଲ୍ଲାରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିବେ କଙ୍ଗନା

ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିବେ ଅଭିନେତ୍ରୀ କଙ୍ଗନା ରାନାୱତ୍। ଉଲ୍ଲେଖନୀୟ କଥା ହେଲା, ଏହି ରାବଣ ଦହନ କାର୍ଯ୍ୟକ୍ରମର ଦୀର୍ଘ ୫୦ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ଜଣେ ମହିଳା ରାବଣର ପ୍ରତିକୃତିରେ ନିଆଁ ଲଗାଇବେ।

ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍‌ ମାମଲାରେ ବଲିଉଡ଼ ଅଭିନେତା ଦଲୀପ ତାହିଲଙ୍କୁ ଜେଲ୍‌

ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍‌ ମାମଲାରେ ବଲିଉଡ଼ ଅଭିନେତା ଦଲୀପ ତାହିଲଙ୍କୁ ଜେଲ୍‌

ବଲିଉଡ଼ ଅଭିନେତା ଦଲୀପ ତାହିଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦଲୀପ ତାହିଲଙ୍କୁ ଦୁଇ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ପାଞ୍ଚ ବର୍ଷ ପୂର୍ବର ଡ୍ରଙ୍କ୍‌ ଆଣ୍ଡ ଡ୍ରାଇଭ୍‌ ମାମଲାରେ ଅଭିନେତାଙ୍କୁ ଦଣ୍ଡିତ କରାଯାଇଛି।

ଦୀର୍ଘ ଦୁଇବର୍ଷ ପରେ ନିଜର ମାସ୍କକୁ ବିଦାୟ ଦେଲେ ରାଜ୍କୁନ୍ଦ୍ରା

ଦୀର୍ଘ ଦୁଇବର୍ଷ ପରେ ନିଜର ମାସ୍କକୁ ବିଦାୟ ଦେଲେ ରାଜ୍କୁନ୍ଦ୍ରା

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। ଚର୍ଚ୍ଚାରେ ରହିବାର ଏହି ଧାରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଆରମ୍ଭ ହୋଇଥିଲା।

ବିଗ୍‌ବସ ୧୭ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ହାଇକୋର୍ଟ

ବିଗ୍‌ବସ ୧୭ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ହାଇକୋର୍ଟ

ଆଜିକାଲି ବିଗ୍‌ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ରିଲିଜ ହେଲା ରାଜ କୁନ୍ଦ୍ରାଙ୍କ ବନ୍ଦୀ ଜୀବନ ଉପରେ ଆଧାରିତ ଫିଲ୍ମ 'UT 69'ର ଟ୍ରେଲର୍

ରିଲିଜ ହେଲା ରାଜ କୁନ୍ଦ୍ରାଙ୍କ ବନ୍ଦୀ ଜୀବନ ଉପରେ ଆଧାରିତ ଫିଲ୍ମ 'UT 69'ର ଟ୍ରେଲର୍

ନିଜ ଜୀବନ ଉପରେ ଆଧାରିତ ରାଜ କୁନ୍ଦ୍ରାଙ୍କ 'UT 69' ଫିଲ୍ମ ଟ୍ରେଲର ରିଲିଜ୍। ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ନିର୍ଦ୍ଦେଶକ ରାଜ କୁନ୍ଦ୍ରା।

ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ବିଭିନ୍ନ ଚ୍ଯାନେଲକୁ ଚ୍ୟାନେଲକୁ ବିସିସିସିର ନିର୍ଦେଶ

ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ବିଭିନ୍ନ ଚ୍ଯାନେଲକୁ ଚ୍ୟାନେଲକୁ ବିସିସିସିର ନିର୍ଦେଶ

ବ୍ରୋଡକାଷ୍ଟିଂ କଣ୍ଟେଟ କମ୍ପ୍ଲେଣ୍ଟ କାଉନସିଲ(ବିସିସିସି) ପକ୍ଷରୁ ମଙ୍ଗଳମାର ମନୋରଞ୍ଜନ ଚ୍ୟାନେଲଗୁଡିକୁ ପରାମର୍ଣ ଦିଆଯାଇଛି। ଏହା ଅନ୍ତର୍ଗତ ଏସସି ଏବଂ ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଛି।

କଟକ ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହେଲେ ଅନୁଭବ

କଟକ ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହେଲେ ଅନୁଭବ

ନିକଟରେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟକୁ ଚ୍ୟାଲେଞ୍ଜ କରି ଆଜି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି।

>