୨୧ ଦିନ ମଧ୍ୟରେ ଋଣ ସୁଝିବାକୁ ଅଭିନେତା ବିଶାଲଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରିନଥିବାରୁ ଏବେ ଅଡୁଆ ପରିସ୍ଥିତିରେ ପଡିଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ବିଶାଲ | ମିଳିଥିବା ସୂଚନା ମୁତାବକ ଵିଶାଲ ଲାଇକା ପ୍ରଡକ୍ସନ୍ସକୁ ୨୧ କୋଟି ଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି।