କନ୍ୟା ସନ୍ତାନର ଜନକ ହେଲେ ଆଦିତ୍ୟ ନାରାୟଣ
ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ, ଅଭିନେତା ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବାପା ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
Loading...
ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ, ଅଭିନେତା ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବାପା ହୋଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ବଲିଉଡ ସୁପରଷ୍ଟାର କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ଆସିଛି ଅନ୍ୟ ଏକ ତଥ୍ୟ ।
ଟେଲିଭିଜନରେ ଜୀବନସାଥୀ ବାଛିବାର ଟ୍ରେଣ୍ଡ୍ ବହୁତ ଆଗରୁ ଚାଲି ଆସିଛି। ଏହି କ୍ରମରେ ଏବେ ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ରିଆଲିଟି ସୋ’ ମାଧ୍ୟମରେ ତାଙ୍କ ପାଇଁ ଜୀବନସାଥୀ ଖୋଜିବେ ବୋଲି ଖବର ସାମ୍ନାକୁ ଆସିଛି।
‘କାଚା ବାଦାମ’ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଭୁବନ ବାଦାୟକର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଛାତିରେ ଆଘାତ ଲାଗିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଗୁରୁତର ଅଛି।
ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍। ଏଥରକ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କ ଡେବ୍ୟୁ। ତେବେ ଶାହାରୁଖ ପୂର୍ବରୁ ହିଁ କହିସାରିଛନ୍ତି ଯେ ଆର୍ଯ୍ୟନ୍ଙ୍କୁ ଆକ୍ଟିଂରେ ଆଦୌ ଆଗ୍ରହ ନାହିଁ।
ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଫେବୃଆରୀ ୨୦ରେ କୃଶା ଶାହଙ୍କୁ ବିବାହ କରିଛନ୍ତି।
ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ ଗତକାଲି ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ ।
ଆଜି ହାତକୁ ଦି ହାତ ହେବେ ବଲିଉଡର ପ୍ରସିଦ୍ଧ ଅଭିନେତା ଫରହାନ ଅଖତର ଓ ତାଙ୍କ ଲଙ୍ଗ ଟାଇମ୍ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର।