Loading...

ମନୋରଞ୍ଜନ

ମିଥ୍ୟା ଖବର ପ୍ରସାରଣ କରିଥିବାରୁ ୱେବ ପୋର୍ଟାଲ ନାରେ ସାଇବର ଥାନାରେ ଅଭିଯୋଗ କଲେ ଅନୁ ଚୌଧୁରୀ

ମିଥ୍ୟା ଖବର ପ୍ରସାରଣ କରିଥିବାରୁ ୱେବ ପୋର୍ଟାଲ ନାରେ ସାଇବର ଥାନାରେ ଅଭିଯୋଗ କଲେ ଅନୁ ଚୌଧୁରୀ

ରାଜ୍ୟରେ ମିଛ ଖବର ପ୍ରସାରଣରେ ଖୁବ ଆଗରେ ରହିଛି କେତେକ ୱେବ ପୋର୍ଟାଲ। ପୁଣି ଏକ ଅଭିନେତ୍ରୀଙ୍କୁ ନେଇ ମିଛ ଖବର ପ୍ରସାରଣ କରିବା ମହଙ୍ଗା ପଡିଛି ଚାନେଲକୁ।

ଅକ୍ଟୋବର ୫ରେ ପରଦାକୁ ଆସିବ ସନ୍ନି ଦେଓଲଙ୍କ ସାନପୁଅ ରାଜବୀରଙ୍କ ପ୍ରଥମ ଫିଲ୍ମ "ଦୋନୋ"

ଅକ୍ଟୋବର ୫ରେ ପରଦାକୁ ଆସିବ ସନ୍ନି ଦେଓଲଙ୍କ ସାନପୁଅ ରାଜବୀରଙ୍କ ପ୍ରଥମ ଫିଲ୍ମ "ଦୋନୋ"

ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲଙ୍କ ପ୍ରଥମ ଚଳଚ୍ଚିତ୍ର ‘ଦୋନୋଁ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି।

ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ସଭାପତିଭାବେ ନିଯୁକ୍ତ ହେଲେ ଆର ମାଧବନ

ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ସଭାପତିଭାବେ ନିଯୁକ୍ତ ହେଲେ ଆର ମାଧବନ

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଅତୁଳନୀୟ ଅଭିନୟ ଦ୍ଵାରା ନିଜର ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଅଭିନେତା ଆର ମାଧବନ।

ଶେଷ ପର୍ଯ୍ୟାୟରେ  ଅନୁଭବ-ଵର୍ଷା ଛାଡ଼ପତ୍ର ମାମଲା

ଶେଷ ପର୍ଯ୍ୟାୟରେ ଅନୁଭବ-ଵର୍ଷା ଛାଡ଼ପତ୍ର ମାମଲା

ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ଛାଡ଼ପତ୍ର ମାମଲାରେ ଅନ୍ତ ହେବାକୁ ଯାଉଛି। ସୋମବାର ହୋଇଛି ଉଭୟଙ୍କ ମଧ୍ୟରେ ଶେଷ ଜେରା।

ବ୍ଲାକମେଲିଂ କରି ଯୌନ ନିର୍ଯାତନ ମାମଲାରେ ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ବ୍ଲାକମେଲିଂ କରି ଯୌନ ନିର୍ଯାତନ ମାମଲାରେ ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

କେତେବେଳେ ବିବାହର ପ୍ରତିଶ୍ରୁତି ତ କେତେବେଳେ ଅନ୍ତରଙ୍ଗ ଫଟୋ ଭାଇରଲ କରିବାର ଧମକ ଦେଇ ସୌରିନ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜେଲ ଯାଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ।

ନୂଆ ସଂସଦ ଭବନରେ ତିନିଦିନ ପର୍ଯ୍ୟନ୍ତ ହେବ "ଗଦର-୨"ର ହେବ ସ୍ପେଶାଲ ସ୍କ୍ରିନିଂ

ନୂଆ ସଂସଦ ଭବନରେ ତିନିଦିନ ପର୍ଯ୍ୟନ୍ତ ହେବ "ଗଦର-୨"ର ହେବ ସ୍ପେଶାଲ ସ୍କ୍ରିନିଂ

ସନ୍ନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ନୂଆ ସଂସଦଗୃହରେ ସ୍ୱତନ୍ତ୍ର ପ୍ରଦର୍ଶିତ ହେବ ବୋଲି ଜଣାପଡିଛି।

ଜାତୀୟ ସ୍ତରରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ହାତେଇଲା "ପ୍ରତୀକ୍ଷା"

ଜାତୀୟ ସ୍ତରରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ହାତେଇଲା "ପ୍ରତୀକ୍ଷା"

ଜାତୀୟ ସ୍ତରରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ହାତେଇଲା "ପ୍ରତୀକ୍ଷା"। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ।

>