ମାର୍ଚ୍ଚ ୨୫ରେ ସିନେମାଘରକୁ ଆସିବ ‘RRR’
ଦେଶରେ ଜାରି କରୋନା ଭାଇରସ୍ର ପ୍ରକୋପ କାରଣରୁ ପୂର୍ବରୁ ରିଲିଜ୍ ତାରିଖ ଘୁଞ୍ଚି ସାରିଛି ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର।
Loading...
ଦେଶରେ ଜାରି କରୋନା ଭାଇରସ୍ର ପ୍ରକୋପ କାରଣରୁ ପୂର୍ବରୁ ରିଲିଜ୍ ତାରିଖ ଘୁଞ୍ଚି ସାରିଛି ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର।
ବିଗ୍ ବସ୍ ସିଜିନ୍ ୧୫ର ବିଜେତା ହେଲେ ତେଜସ୍ୱୀ ପ୍ରକାଶ । ଟପ୍ ଥ୍ରୀରେ ପହଞ୍ଚିଥିଲେ ତେଜସ୍ବୀ, କରନ କୁନ୍ଦ୍ରା ଓ ପ୍ରତୀକ ସହଜପାଲ ।
ଜୀ-ସାର୍ଥକର ମେଗା ରିୟାଲିଟି ଗେମ୍ ସୋ’ ‘ଦାଦାଗିରି’ ସେଟ୍ରେ ଅଭିନେତ୍ରୀ ରଚନା ଓଡ଼ିଶାବାସୀଙ୍କ ଭଲ ପାଇବା, କଳା ସଂସ୍କୃତିକୁ ପ୍ରଶଂସା କରିବା ସହ ଅଭିନୟ କ୍ୟାରିୟର୍ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ।
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରାୟ । ବିବାହ ମଣ୍ଡପରେ ସ୍ୱାମୀଙ୍କ ସହ ପ୍ରଥମ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା । ହେଲେ ଏହାକୁ ପରିବାର ଲୋକେ କିମ୍ବା ଫ୍ୟାନ୍ସ ସହଜେ ହଜମ କରିପାରୁ ନାହାନ୍ତି।
ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ।
ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ। ଜୀବନ ସାଥି ଭାବେ ତାଙ୍କର କଲେଜ ସମୟର ବାନ୍ଧବୀ ତଥା ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି ।
କର୍ମ ବୟସରୁ ବଲିଉଡରେ ଅଭିନୟ ମାଧ୍ୟମରେ ନିଜର ସ୍ଥାନ ଜମାଇ ପାରିଥିବା ସୋନାକ୍ଷୀ ସିହ୍ନା ଏବେ ଚିନ୍ତାରେ ।