• Home
  • LIFESTYLE
  • ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ
LIFESTYLE

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ ଉପରେ ଗୁରୁତ୍ଵ ଦିଅନ୍ତୁ ।

  • ପ୍ରତିଦିନ ଠିକ ସମୟରେ ଭୋଜନ କରନ୍ତୁ ।
  • ଆବଶ୍ୟକ ଅନୁଯାଇ ଖାନ୍ତୁ ।
  • ଭୋଜନ କରିବାର କିଛି ସମୟ ପୂର୍ବରୁ ଚା’ କିମ୍ବା କଫି ପିଅନ୍ତୁ ନାହିଂ । କାରଣ ଏହାଦ୍ବାରା ଭୋକ ମରିଯାଇଥାଏ ।
  • ଗରମ ଭୋଜନ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।
  • ଭୋକ ହେଲେ ଭୋଜନ କରନ୍ତୁ ।
  • ଯାହା ଖାଦ୍ୟ ବଢାଯାଇଛି କିଛି ନବାଛି ଖାଇବା ଶେଷ କରନ୍ତୁ ଓ ଆନନ୍ଦ ମନରେ ଭୋଜନ କରନ୍ତୁ ।
  • ହଜମ ହେଇନଥିଲେ କିମ୍ବା ଶରୀର ଅସୁସ୍ଥ ଥିଲେ ହାଲକା ଖାଦ୍ୟ ଖାନ୍ତୁ ।
  • ସକାଳେ ପେଟ ପୁରିଲା ଭଳି ଖାନ୍ତୁ ଓ ବେସି ତୈଳ ଯୁକ୍ତ ଖାଦ୍ୟ ସକାଳ ଜଳଖିଆରେ ମିଶାନ୍ତୁନୀ, ହାଲ୍କା ଖାଦ୍ୟ ସକାଳ ପାଇଁ ଭଲ ।
  • ମୁଖ୍ୟ ଖାଦ୍ୟ ପରେ ଛ ସାତ ଘନତାର ବ୍ଯବଧାନ ରଖନ୍ତୁ । କିନ୍ତୁ ମଝିରେ ମଝିରେ ହାଲକା ଖାଦ୍ୟ ଖାନ୍ତୁ । ଏତେ ସମୟ ପୁରା ପେଟ ଖାଲି ରହିଲେ ବ ଖରାପ ।
  • ଗ୍ୟାସ ସମସ୍ୟା ଥିଲେ ବିରି ଡାଲି କିମ୍ବା ଚନା ଡାଲି ଆଦି ଖାଦ୍ୟରେ ସାମିଲ କରନ୍ତୁନି ।

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ   ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

ବିଜେପିରେ ଆଜି ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର

Related posts

କଣ ଆପଣ ପିଉଛନ୍ତି କି କମ ପାଣି ହୋଇପାରେ ଅସୁବିଧା ଜାଣନ୍ତୁ କିପରି କରିବେ

Jitendra

ଏସିରେ ଅଧିକ ସମୟ ରହିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପକାଏ ଜାଣନ୍ତୁ ?

Krishna Kumar Manoj

ସର୍ବଦା ଖୋସା କରିବା କେଶ ପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More