Loading...

୨୦୨୪ ନିର୍ବାଚନ ପାଇଁ ପୁରୀରେ ପହଞ୍ଚିଲା EVM

୨୦୨୪ ନିର୍ବାଚନ ପାଇଁ ପୁରୀରେ ପହଞ୍ଚିଲା EVM

ଇଭିଏମ ପୁରୀ ତାଳବଣିଆ ଅଞ୍ଚଳରେ ଥିବା ଇଭିଏମ ୱେୟାର ହାଉସ୍‌ରେ ରଖାଯାଇଛି । ମୋଟ ୨୮ଟି ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ଗୁଡ଼ିକୁ ରଖାଯାଇଛି । ଆଗକୁ ୫ ହଜାର ଇଭିଏମ୍‌ ଆସିବ ବୋଲି ସୂଚନା ରହିଛି ।

ପହଞ୍ଚିଲା ୮ ହଜାର ୨ ଶହ ଇଭିଏମ (evm) । ହାଇଦ୍ରାବାଦରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ୬ଟି ଟ୍ରକ୍‌ରେ ଆସିଛି ଏସବୁ ଇଭିଏମ୍‌ । ଏଥିରେ ୬୩୦ଟି ଟ୍ରଙ୍କରେ ରହିଛି ୮୨୦୦ ଇଭିଏମ । ଯେଉଥିରେ ୪୧୦୦ଟି ବାଲାଟ୍‌ ୟୁନିଟ ଏବଂ ୪୧୦୦ଟି କଣ୍ଟ୍ରୋଲ ୟୁନିଟ୍‌ ରହିଛି ।ଏସବୁ ଇଭିଏମ ପୁରୀ ତାଳବଣିଆ ଅଞ୍ଚଳରେ ଥିବା ଇଭିଏମ ୱେୟାର ହାଉସ୍‌ରେ ରଖାଯାଇଛି । ମୋଟ ୨୮ଟି ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ଗୁଡ଼ିକୁ ରଖାଯାଇଛି । ଆଗକୁ ୫ ହଜାର ଇଭିଏମ୍‌ ଆସିବ ବୋଲି ସୂଚନା ରହିଛି । ଆଗକୁ ଝାରସୁଗୁଡ଼ା ଉପ ନିର୍ବାଚନ । ତାଛଡ଼ା ୨୦୨୪ ନିର୍ବାଚନ ଆଗୁଆ ହୋଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.