Loading...

ଦ୍ୱିତୀୟ ଦିନରେ ବି ୟୁକ୍ରେନରେ ଶୁଣାଗଲା ବିସ୍ଫୋରଣର ଶବ୍ଦ

ଦ୍ୱିତୀୟ ଦିନରେ ବି ୟୁକ୍ରେନରେ ଶୁଣାଗଲା ବିସ୍ଫୋରଣର ଶବ୍ଦ

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ ।

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କିଭର ମଧ୍ୟଭାଗରେ ୨ଟି ବିସ୍ଫାରଣ ଓ ପୂର୍ବଭାଗରେ ଗୋଟିଏ ବିସ୍ଫୋରଣ ନେଇ ସୂଚନା ରହିଛି । ୟୁକ୍ରେନର ପୂର୍ବ ଗୃହମନ୍ତ୍ରୀ ଆନ୍ତୋନ୍ ହାରାସେ ଚେନଙ୍କୋ ଏହି ବିସ୍ଫୋରଣ ଶୁଣିଥିବା ଦାବି କରିଛନ୍ତି । କ୍ରୁଜ ଓ ବାଲେଷ୍ଟ୍ରିକ୍ ମିସାଇଲର ବ୍ୟବହାର କରାଯାଇଛି । ହେଲେ ଏନେଇ ୟୁକ୍ରେନ ସେନା ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ସୂଚନା ମିଳିନାହିଁ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.