ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
Loading...
ଆସନ୍ତା ମେ’ ମାସ ୫ ତାରିଖରୁ ବିଦ୍ୟାଳୟଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ଖରାଛୁଟି ଅବଧିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା ଦିଆଯିବା ନେଇ ରୂପରେଖ ପ୍ରସ୍ତୁତ ହେଉଛି।
ଆସନ୍ତା ମେ’ ମାସ ୫ ତାରିଖରୁ ବିଦ୍ୟାଳୟଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ଖରାଛୁଟି ଅବଧିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା ଦିଆଯିବା ନେଇ ରୂପରେଖ ପ୍ରସ୍ତୁତ ହେଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ, ଏଥିପାଇଁ ସ୍ୱତନ୍ତ୍ର ସିଲାବସ୍ (ପାଠ୍ୟ ଖସଡ଼ା) ରହିବ। ଛାତ୍ରଛାତ୍ରୀଙ୍କୁ ନେଇ ଦଳ (ଗ୍ରୁପ) କରାଯାଇଛି। ପ୍ରତି ଗ୍ରୁପର ତଦାରଖ କରିବେ ଜଣେ ଶିକ୍ଷକ। ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାଦ୍ବାରା ଛୁଟିରେ ବି ପିଲା ଶିକ୍ଷା ସହ ଜଡ଼ିତ ରହିବେ। ଗତବର୍ଷ ଏଲ୍ଆରପି କାର୍ଯ୍ୟକ୍ରମ ଭଳି ଏଥର ନୂତନ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୨୧ ତାରିଖରେ ଅଭିଭାବକ- ଶିକ୍ଷକ ବୈଠକ କରାଯିବ। ଏହି ନୂତନ ଶିକ୍ଷା ବ୍ୟବସ୍ଥା ବିଷୟରେ ବୈଠକରେ ଅବଗତ କରାଯିବ। ପ୍ରତି ୧୦ ଜଣ ପିଲାଙ୍କୁ ନେଇ ଜଣେ ଶିକ୍ଷକ ଶିକ୍ଷାଦାନ କରିବେ ବୋଲି ଜଣାପଡ଼ିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।
ଇସ୍କନ୍ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।