Loading...

ମାଟ୍ରିକ୍‌ ପରୀକ୍ଷାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ସ୍ବତନ୍ତ୍ର ମାର୍କିଂ ବ୍ୟବସ୍ଥା କଲା ମାଧ୍ୟମିକ ଶିକ୍ଷା ପରିଷଦ

ମାଟ୍ରିକ୍‌ ପରୀକ୍ଷାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ସ୍ବତନ୍ତ୍ର ମାର୍କିଂ ବ୍ୟବସ୍ଥା କଲା ମାଧ୍ୟମିକ ଶିକ୍ଷା ପରିଷଦ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ସାମାଜିକ ବିଜ୍ଞାନର ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ରହିଥିଲା।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ସାମାଜିକ ବିଜ୍ଞାନର ଅବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ରହିଥିଲା। ସାମାଜିକ ବିଜ୍ଞାନର ୪ଟି ସେଟ୍‌ ପ୍ରଶ୍ନପତ୍ର ମଧ୍ୟରୁ ଅବ୍‌ଜେକ୍ଟିଭ୍‌ ସେଟ୍‌-ବି ପ୍ରଶ୍ନପତ୍ରରେ ସେଟ୍‌-ଏର କିଛି ପ୍ରଶ୍ନ ରହିଥିଲା। ଏଥିପାଇଁ ସେଟ୍-ବି ପ୍ରଶ୍ନପତ୍ର ପାଇଥିବା ପିଲାମାନେ ପରୀକ୍ଷା ଦେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଥିଲେ। ପରୀକ୍ଷା ସମୟରେ ବୋର୍ଡ କର୍ତ୍ତୃପକ୍ଷ ଏଭଳି ମୁଦ୍ରଣଜନିତ ତ୍ରୁଟିକୁ ସ୍ବୀକାର କରିବା ସହିତ ଏଭଳି ପ୍ରଶ୍ନପତ୍ର ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ମୂଲ୍ୟାୟନ ବ୍ୟବସ୍ଥା କରିବାକୁ ସୂଚନା ‌ଦେଇଥିଲେ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.