LIFESTYLE

ଅଧିକ ସମୟ କମ୍ପୁଟର ସମ୍ମୁଖରେ କାମ କରୁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ଆଖିର ସୁରକ୍ଷା

ଅଧିକ ସମୟ କମ୍ପୁଟର ସମ୍ମୁଖରେ କାମ କରୁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ଆଖିର ସୁରକ୍ଷା

ଅଧିକ ସମୟ କମ୍ପୁଟର ସମ୍ମୁଖରେ କାମ କରୁଥିଲେ କିମ୍ବା ମୋବାଇଲର ଅଧିକ ବ୍ୟବହାର କରିବା ଦ୍ଵାରା ଏହାର ଖରାପ ପ୍ରଭାବ ଆଖି ଉପରେ ପଡିଥାଏ । ଦ୍ରୁଷ୍ଟିଶକ୍ତି ଦୁର୍ବଳ ହେବା ସହ ବହୁ ସମସ୍ୟା ଦେଖାଯାଇଥାଏ । ତେଣୁ ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଏବୋଂ ଜାଣନ୍ତୁ କେମିତି କରିବେ ନିଜ ଆଖିର ସୁରକ୍ଷା ।

• କମ୍ପ୍ୟୁଟରରେ କାମ କରିବା ସମୟରେ ଲଗାତାର କମ୍ପୁଟର କୁ ଚାହିଁକିରହିବା ଉଚିତ ନୁହେଁ । କିଛି କିଛି ସମୟ ବ୍ୟବଧାନ ରେ ଆଖିକୁ ୨ ମିନିଟ ପର୍ଯ୍ୟନ୍ତ ବନ୍ଦ ରଖନ୍ତୁ । କିନ୍ତୁ ଯଦି ଏହା କରିବାକୁ ଆପଣ ଅସମର୍ଥ ଥାନ୍ତି ତେବେ ମନିଟର ଏବଂ ଆଖି ମଧ୍ୟରେ ପାଖାପାଖି ଦେଢ-ଦୁଇ ମିଟର ଦୂରତା ଅବଲମ୍ବନ କରିନ୍ତୁ ।

• ଯଦି ଆପଣ ଚଷମା ବ୍ୟବହାର କରୁଛନ୍ତି ତେବେ କମ୍ପ୍ୟୁଟର କିମ୍ବା ମୋବାଇଲ ବ୍ୟବହାର କରୁଥିବା ସମୟରେ ଏହାକୁ ପିନ୍ଧିବାକୁ ଜମା ଭୁଲନ୍ତୁ ନାହିଁ । ଏଥିସହ ସବୁବେଳେ ଚଷମାର ପାୱର ଯାଂଚ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ ।

• ଆଖିରେ ଦିନକୁ ୧-୨ ଥର ଗୋଲାପ ଜଳ ମଧ୍ୟ ଆପଣ ପକାଇ ପାରିବେ । ମହୁ ମଧ୍ୟ ବହୁତ ଉପକାରୀ, ଏହାକୁ କଜ୍ଜଳ ଭଳି ଦିନରେ ଥରେ ଦୁଇ ଥର ଲଗାଇ ପାରିବେ । ଏହାଦ୍ଵାରା ଆଖି ସଫା ହେଇଯାଏ ।

• ଲଗାତର ଭାବେ ଘଂଟା ଘଂଟା ଧରି କମ୍ପ୍ୟୁଟର ପାଖରେ ବସି କାମ କରନ୍ତୁ ନାହିଁ । ସମୟେ ସମୟେ ବାହାରକୁ ହେଉ କିମ୍ବା ଘର ଭିତରେ ଏଣେତେଣେ ବୁଲାବୁଲି କରନ୍ତୁ । ମଝିରେ ମଝିରେ ଥଣ୍ଡା ପାଣିରେ ଆଖିକୁ ଭଲ ଭାବରେ ଧୁଅନ୍ତୁ ।

ଅଧିକ ସମୟ କମ୍ପୁଟର ସମ୍ମୁଖରେ କାମ କରୁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ଆଖିର ସୁରକ୍ଷା

ଯାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ନଡିଆ କେତେ ଉପକାରୀ ।

Related posts

ଆଖିର ଦୃଷ୍ଟିଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

ENO Beuro

ସବୁବେଳେ ଥକ୍କା ଲାଗୁଛି କି ? କରନ୍ତୁ ନାହିଁ ଅଣଦେଖା, ନଚେତ ଭବିଷ୍ୟତରେ ବଡ଼ ସମସ୍ୟାରେ ପଡି ପାରନ୍ତି

ENO Beuro

ନିଜକୁ ଫିଟ୍‌ କିପରି ରଖିବା ଆସନ୍ତୁ ଜାଣିବା

ENO Beuro

Leave a Comment