News

ଏଞ୍ଜେଲ ପ୍ରିୟା ଜଣା ପଡିଯିବ ନୁଖୁରି ସାହୁ ବୋଲି ଜାଣନ୍ତୁ କିପରି ଆସିଲା ନୂଆ ନିୟମ

ଜାଣନ୍ତୁ କିପରି

ଆପଣଙ୍କୁ ଲାଗୁଥିବ ଏହା କେଉଁ ଫିଲ୍ମ ର ପ୍ରଚାର ଅଥବା ଏହା କେଉଁ ଓଡିଆ ଗୀତ ହୋଇଥିବ କିନ୍ତୁ ଏହା ସମ୍ପୂର୍ଣ ସତ କଥା ଆଜ୍ଞା ହଁ ନା ଏହା ଗୀତ ନା ମିଛ ଏହା ନିରାଟ ସତ୍ୟ କାରଣ ଆଜି ଫେସବୁକ ଜାରିକରିଛି ତାର ନୂଆ ନିୟମ କାହିଁକି ନା ଏବେ ଜଣାପଡିଛି ସୋସିଆଲ ମିଡିଆ ରେ ବହୁ ଲୋକ ବିଭିନ୍ନ ବିଭିନ୍ନ ନା ରେ ଆକାଉଣ୍ଟ ଖୋଲି ଲୋକ ମାନଙ୍କୁ ଅସୁବିଧା ରେ ପକାଉଛନ୍ତି ଏହାର ବହୁ ମାତ୍ରାରେ ପ୍ରଭାବ ଆମ ଭାରତ ରେ ଦେଖିବାକୁ ମିଳୁଛି ସେଥି ଲାଗି ଏବେ ଯେଉଁ ମାନେ ନୂଆ ଆକାଉଣ୍ଟ ଖୋଳିବେ ସେମାନଙ୍କୁ ଆଧାର କାର୍ଡ ସଂଯୋଗ କରିବାକୁ ପଡିବ.

ଏହା ତ ନିହାତି ଭାବେ ଖୁସି ଖବର ସେମାନଙ୍କ ପାଇଁ ଯେଉଁ ମାନେ ଫେସବୁକ ନିୟମିତ ଭାବେ ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କ ପାଇଁ ଦୁଖ ଖବର ଯେଉଁ ମାନେ ଆଞ୍ଜେଲ ପ୍ରିୟା, କ୍ୟୁଟି ପାୟେଲ, ପ୍ରିନ୍ସ ଜୟ, ଦିଲ କି ରାନୀ ଶିବାନୀ ଓ ଏହିପରି ବହୁ ନକଲି ଆକାଉଣ୍ଟ ମାଧ୍ୟମରେ ଲୋକମାନଙ୍କ ଭାବନା ସହିତ ଖେଳୁଛନ୍ତି।

ଖାଲି ସେତିକି ନୁହେଁ ଫେସବୂକ ପକ୍ଷରୁ ମଧ୍ୟ ଜଣାଯାଇଛି ଯେ ଏହା କିଛି ଦିନ ମଧ୍ୟରେ ଫେସବୂକ ବ୍ୟବହାରୀଙ୍କ ସମସ୍ତ ଖାତା ରେ ମଧ୍ୟ ସଂଯୋଗ କରାଯିବ ଯାହାଫଳରେ ଆମ ଦେଶରେ ବହୁତ ଖାତା ବନ୍ଦ ହେବାର ସୁଯୋଗ ଅଛି ତେଣୁ କରି ମୋଟା ମୋଟି ଭାବେ ଦେଖିବାକୁ ଗଲେ ଆଗକୁ ବହୁ ବଛା ବଛା ଲୋକ ମାନେ ଫେସବୁକ ର ବ୍ୟବହାର କରିବେ ଏବଂ ତା ସହିତ ଆମ ଦେଶରେ ବହୁମାତ୍ରାରେ ସୋସିଆଲ ମିଡିଆ ଜରିଆରେ ହେଉଥିବା ଅପରାଧ କୁ ରୋକି ହେବ।

ଖାଲି ଏତିକି ନୁହେଁ ଫେସବୁକ ତାର ନୂତନ ସେବା ମଧ୍ୟ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ପଇସା ଆଦାନ ପ୍ରଦାନ ଓ ଅନ୍ୟ ସେବା ମଧ୍ୟ ଯୋଗାଇଦେବ ।

See Also- govt extend linking adhaar panbank account

Related posts

ଦୀର୍ଘ ୩ ସପ୍ତାହ ଧରି ଜଳୁଛି ବିଶ୍ୱର ସବୁଠୁ ବଡ ଜଙ୍ଗଲ ଆମାଜନ

Ratnamani Moharana

ହଜ୍‌ ଯାତ୍ରୀଙ୍କୁ ଆଉ ସରକାରୀ ରିହାତି ମିଳିବ ନାହିଁ : କେନ୍ଦ୍ର ସରକାର

ENO Beuro

ସରକାରଙ୍କ ନୂଆ ନିୟମ;ବାପା-ମାଆଙ୍କ ସେବା କରିବାକୁ ସନ୍ତାନମାନେ ବାଧ୍ୟ ,ନ ହେଲେ ଦେବାକୁ ପଡିବ ଟଙ୍କା

ENO Beuro

Leave a Comment