News

ବିଶ୍ୱବ୍ୟାପୀ ଆଜି ମଧ୍ୟ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଆକ୍‌ସେସ୍‌ରେ ଅସୁବିଧା

facebook whataap insta

ବିଶ୍ୱବ୍ୟାପୀ ସୋସିଆଲ ମିଡିଆ ଆକସେସରେ ଅସୁବିଧାର ସମ୍ମୁଖୀନ ହେଲେ ବ୍ୟବହାରକାରୀ….

କାଲି ଦିନତମାମ ଫେସବୁକ  , ଇନ୍‌ଷ୍ଟାଗ୍ରାମ୍‌ ହ୍ଵାଟସ୍‌ଆପ୍‌  ଆକ୍‌ସେସ୍‌ ହୋଇନଥିଲା। ପୁରା ବିଶ୍ଵର ଲୋକମାନେ ନିଜର ଆଇଡି ଓପନ କରିବାରେ ହୋଇଥିଲେ ଅସମର୍ଥ। ଉକ୍ତ ଅସୁବିଧା ଯୋଗୁଁ ବହୁ ବ୍ୟବହାରକାରୀଙ୍କ ସମେତ ଗଣମାଧ୍ୟମକାରୀ  ଦୀର୍ଘ ୧୦ ଘଣ୍ଟା ଧରି ନାହିନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଅସୁବିଧାରେ ବହୁଳଭାବେ ପ୍ରଭାବିତ ହୋଇଥିଲେ ଯୁକ୍ତରାଷ୍ଟ୍ର ଆମେରିକା , ଜାପାନ  ଏବଂ ଇଉରୋପ୍‌ର  କେତେକ ଅଞ୍ଚଳରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

ଫେସ୍‌ବୁକ୍‌ ଆକ୍‌ସେସ୍‌ କରି ହେଉ ନ ଥିବା କଥା ସତ ବୋଲି ଫେସ୍‌ବୁକ୍‌ର ଜଣେ ମୁଖପାତ୍ର  କହିଛନ୍ତି। ତେବେ କାଲିଫର୍ଣ୍ଣିଆସ୍ଥିତ  କମ୍ପାନି ମେନ୍‌ଲୋ ପାର୍କ  ଟୁଇଟର୍‌ ଯୋଗେ ବ୍ୟବହାରକାରୀଙ୍କୁ ଜଣାଇଛି କି, ସମସ୍ୟାର ତୁରନ୍ତ ସମାଧାନ ଲାଗି କମ୍ପାନି କାମ କରୁଛି।
ପଢନ୍ତୁ; ମସୁଦ ଆଜାହାରକୁ ସୁରକ୍ଷା ଦେଉଛି ଚୀନ: ଭିଟୋ କ୍ଷମତାର ଉଠାଉଛି ଫାଇଦା

Related posts

ଅଭିନନ୍ଦନଙ୍କ ତଣ୍ଟି ଚିପି ନିର୍ଯାତନା ଦେଲା ପାକ-ସେନା

Ratnamani Moharana

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

ଟିଟୋର ଗୋ’ଚାଲାଣ କିଙ୍ଗପିନ ଗିରଫ

ENO Beuro

Leave a Comment