Featured

ଫେସବୁକ୍ ଆଣିବା ନୂଆ ଯୋଜନା ,ଜାଣନ୍ତୁ ଏହି ଯୋଜନା ବିଷୟରେ

ଯୁବପୀଢୀଙ୍କ ମଧ୍ୟରେ ଫେସବୁକ ର ଲୋକପ୍ରିୟତ ଏବେ ଶୀର୍ଷ ରେ । ଫେସବୁକର ଲୋକପ୍ରିୟତା ଦିନ କୁ ଦିନ ବଢିବାରେ ଲାଗିଛି ।  ଏହାକୁ ଆଖି ଆଗରେ ରଖି ଫେସବୁକରେ ନୂଆ ନୂଆ ସୁବିଧା ସବୁ ଉପଲବ୍ଧ କରିବାରେ ଫେସବୁକ୍ ଟିମ୍ ଚେଷ୍ଟାରତ । ଜଣାଯାଉଛି ଯେ ,ଖୁବଶୀଘ୍ର ଫେସବୁକ ଭିଡ଼ିଓ ଚାଟ୍ ଉତ୍ପାଦ ଲଂଚ କରିବା।

ଖବର ଅନୁଯାୟୀ  , ଫେସବୁକ୍ ହାର୍ଡୱେୟାର ଉତ୍ପାଦକୁ ନେଇ ବଜାରକୁ ଓହ୍ଲାଇବାର ଯୋଜନା ଚଳେଇଛି । ଏବଂ ମେ’ ମାସରେ ହୋମ୍ ଭିଡିଓ ଚାଟ୍ ଉତ୍ପାଦ ଆଣିବ । ଯାହାର ନାମ ‘ପୋର୍ଟଲ’ ହେବ । ଏହି ଉତ୍ପାଦ ଆମାଜନର ଇକୋ ଶୋ ଓ ଗୁଗଲ ଆସିଷ୍ଟାଂଟ-ସଂଚାଳିତ ଟଚସ୍କ୍ରିନରେ କାର୍ଯ୍ୟ କରିବ ।

ରିପୋର୍ଟ ଅନୁସାରେ, ‘ପୋର୍ଟଲ ’ ଫେସବୁକ୍ର ଗୋପନୀୟତା ବିଲଡିଂ ୮ଲ୍ୟାବରୁ ବାହାରିଥିବା ପ୍ରଥମ ପୂର୍ଣ୍ଣ ଉତ୍ପାଦ ହେବ । , ଯାହା ମେ ରେ ଲଂଚ କରାଯିବ । ଏହି ସମୟରେ ନିଜର ବାର୍ଷିକ ଏଫ୮ ଡେଭଲପର କନଫରେନ୍ସର ଆୟୋଜନ କରିଥାଏ । ସମ୍ଭବତଃ ଏହି ସମୟରେ ଏହି ଉତ୍ପାଦ ଲଂଚ କରାଯିବ ।

ରିପୋର୍ଟରେ  କୁହାଯାଇଚି ଯେ, ଫେସବୁକ୍ ଏହି ଡିଭାଇସକୁ ୪୯୯ ଡଲାର ଦାମରେ ବିକ୍ରି କରିବ । ଯାହା ଅନଲାଇନ୍ ଓ ଅଫଲାଇନ୍ ଦୁଇ ଷ୍ଟୋରରେ ଉପଲବ୍ଧ ହେବ । ‘ପୋର୍ଟଲ’ ଆମାଜନର ଇକୋ ଶୋ ଓ ଚାରୋଟି ଗୁଗଲ ଆସିଷ୍ଟାଂଟ ସଂଚାଳିତ ସ୍ମାର୍ଟ ସ୍ପିକର ସଂଚାଳନ କରିବେ । ଯାହାକୁ ଏହି ସପ୍ତାହରେ ସିଇଏସ୍ ୨୦୧୮( କଂଜ୍ୟୁମର ଇଲେକ୍ଟ୍ରନିକ୍ ଶୋ)ରେ ସୋନି , ସାମସଙ୍ଗ ଅଧିନସ୍ଥ ଜେବିଏଲ୍ , ଏଲଜି ଓ ଲେନୋଭୋ ଲଂଚ କରିଥିଲେ । ‘ପୋର୍ଟଲ’ରେ ଏକ ୱାଇଡ୍ ଆଙ୍ଗଲ୍ ଲେସ୍ ହେବ । ଯାହା ଲୋକଙଯକ ଚେହେରା ଚିହ୍ନିବାରେ ଓ ଏହାକୁ ତାର ଫେସବୁକ୍ ଆକାଉଣ୍ଟ ସହ ମିଳାଇବାରେ ସକ୍ଷମ ହେବ ।

ଫେସବୁକ୍ ଆଣିବା ନୂଆ ଯୋଜନା ,ଜାଣନ୍ତୁ ଏହି ଯୋଜନା ବିଷୟରେ facebook

ପଢନ୍ତୁ ;

ପୌରପାଳିକା ଉପ ନିର୍ବାଚନ : ମାତ୍ର ୫ଦିନ ରହିଲା

Related posts

ନୁଆ ଅଫରକୁ ହଁ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ! ନଚେତ ପଡ଼ିପାରନ୍ତି ଅସୁବିଧାରେ

ENO Beuro

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

ENO Beuro

ଦେଖନ୍ତୁ ଅଧର ପଣା ର ସିଧା ପ୍ରସାରଣ ପୁରୀରୁ, AdharaPana Live of Lord Jagannath

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More