LIFESTYLE

ମୁହଁର ଯତ୍ନ ,ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍‌

ମୁହଁର ଯତ୍ନ ନିମନ୍ତେ ଫେସିଆଲ୍‌ ଏକ ଆଧୁନିକ ଉପଚାର। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଓ ତ୍ଵଚାରେ ଉଜ୍ଜଳତା ଆଣେ । ଫେସିଆଲ୍‌ ୪ ଟି ପର୍ଜ୍ୟାୟରେ କରିବା ଉଚିତ । ତ୍ୱଚାକୁ ପରିଷ୍କାର କରିବା ସହ ମାଲିସ୍‌, ବାମ୍ଫ ଉପଚାର ଓ ପ୍ୟାକ୍ ବ୍ୟବହାର କରିବାର ବିଧି ଥାଏ।

ତେବେ ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍‌ –

କେମିତି କରିବେ ଫେସିଆଲ୍?

  • ପ୍ରଥମେ ମୁହଁକୁ ପରିଷ୍କାର କରନ୍ତୁ। କଞ୍ଚା କ୍ଷୀରକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ଓ କିଛି ସମୟ ପରେ ପୋଛି ଦିଅନ୍ତୁ ।
  • ମୁହଁକୁ ଭଲରେ ପୋଛି ଦିଅନ୍ତୁ । ଗୋଟେ ପାତ୍ରରେ ଗରମ ପାଣି ରଖି ସେଥିରେ ମୁହଁ ଦେଖାନ୍ତୁ । ଏହାଦ୍ଵାରା ଲୋମ କୂପ ଖୋଲିଯିବ ଓ ତ୍ଵଚା ପରିଷ୍କାର ହେବ।
  • ଏହା ପରେ ଦୁଇ ଚାମଚ ଚାଉଳ ଚୂନା ସହ, ଅଧା ଚାମଚ ହଳଦୀକୁ ମିଶାଇ ମୂହରେ ଲଗାନ୍ତୁ ଓ କିଛି ସମୟ ମସାଜ କରି ଧୋଇଦିଅନ୍ତୁ । ମୃତ କୋଷକୁ ପରିଷ୍କାର କରିବା ପାଇଁ ଏହା ଉପଯୁକ୍ତ ପ୍ୟାକ ।

face

  • ତା ପରେ କଞ୍ଚା କ୍ଷୀର, ବେସନର ପ୍ୟାକ କରି ମୁହଁରେ ୧୦ ମିନିଟ ମସାଜ କରି ଧୋଇ ଦିଅନ୍ତୁ।
  • ମସୁର ଡାଲି ଚୂନା, ଟମାଟୋ ଓ ଆଳୁକୁ ବାଟି ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ ଓ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ ପରେ ଧୋଇଦିଅନ୍ତୁ । ଅଣ୍ଡା ମଧ୍ୟ ମିଶାଇ ପାରିବେ।

ପଢନ୍ତୁ , ବାବଙ୍କ ପୋଷ୍ୟା କନ୍ୟା ହନୀପ୍ରିତ ବିଷୟରେ

Related posts

ଆପଣ କମ ଖାଦ୍ୟ ଖାଉଛନ୍ତି କି ?ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ !ଜାଣନ୍ତୁ କମ ଖାଦ୍ୟ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦେଖାଯାଇଥାଏ

ENO Beuro

ଧନିଆ ପତ୍ର ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ ଓ ଏହା ଦ୍ଵାରା କେଉଁ ରୋଗ ଦୁର ହୋଇଥାଏ ଜାଣନ୍ତୁ ?

ENO Beuro

ମୁଗରେ କିପରି ପ୍ରସ୍ତୁତ କରିବେ ପରଟା? ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ 

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More