News

ବସରୁ ମିଳିଲା ୩୦ ବସ୍ତା କଏନ୍

bus

ବାଣୀବିହାର ଠାରେ ଧରିଲା ସିଜିଏସଟି ବିଭାଗ

ବସ୍ତାଏ କି ଦୁଇ ବସ୍ତା ନୁହେଁ। ଦୁଇଟି ବସରୁ ଜବତ ହୋଇଛି ୩୦ ବସ୍ତା ଟଙ୍କିକିଆ ଓ ୨ ଟଙ୍କିଆ କଏନ।

ସୂଚନା ଅନୁସାରେ, ବେଆଇନ ଭାବେ କୋଲକାତାରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ଭୁବନେଶ୍ୱରରୁ ୩୦  ବସ୍ତା ବେଆଇନ ମୁଦ୍ରା ଜବତ କରାଯାଇଛି । ଆଜି ରାଜଧାନୀର ସତସଂଗ ବିହାର ଓ ବରମୁଣ୍ଡା ବସଷ୍ଟାଣ୍ଡରେ ଆୟକର ବିଭାଗ ଚଢଉ କରି ପ୍ରାୟ  ୩୦  ବସ୍ତା ବେଆଇନ ମୁଦ୍ରା ଜବତ କରିଛି ।

bus

ଏହି ମୁଦ୍ରାକୁ ନେଇ ୨ ଟି ବସ ଯାଉଥିବା ସମୟରେ ଆୟକରର ଜିଏସଟି ବିଭାଗ ଚଢଉ କରିଛି । ଜିଏସଟି ଫାଙ୍କି ଯାଉଥିବାବେଳେ ବସଗୁଡିକୁ ବିଭାଗ ଦ୍ୱାରା ଜବତ କରାଯାଇଛି । ବିନା ବିଲରେ ଜିଏସଟି ଫାଙ୍କି ମୁଦ୍ରାଗୁଡିକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି । ତେବେ ଆୟକରର ଜିଏସଟି ବିଭାଗ ଚଢଉ କରିବା ସହ ମୁଦ୍ରାଗୁଡିକୁ ଜବତ କରିଛି ।

ପଢନ୍ତୁ; ‘ବିଜୁ ବାବୁ’ଙ୍କୁ ନେଇ ଚଳଚିତ୍ର,ଲିଡ ରୋଲରେ ଅନୁଭବ ମହାନ୍ତି

Related posts

ଆରପାରିରେ ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା କୃଷ୍ଣା ସୋବତୀ

ENO Beuro

ପୁଣି ବାବଙ୍କ ନାଁରେ କଳଙ୍କ:ଦାତି ମହାରାଜଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

ENO Beuro

୧୫‌ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment