ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ରାଜ୍ୟରେ ମିଛ ଖବର ପ୍ରସାରଣରେ ଖୁବ ଆଗରେ ରହିଛି କେତେକ ୱେବ ପୋର୍ଟାଲ। ପୁଣି ଏକ ଅଭିନେତ୍ରୀଙ୍କୁ ନେଇ ମିଛ ଖବର ପ୍ରସାରଣ କରିବା ମହଙ୍ଗା ପଡିଛି ଚାନେଲକୁ।
ରାଜ୍ୟରେ ମିଛ ଖବର ପ୍ରସାରଣରେ ଖୁବ ଆଗରେ ରହିଛି କେତେକ ୱେବ ପୋର୍ଟାଲ। ପୁଣି ଏକ ଅଭିନେତ୍ରୀଙ୍କୁ ନେଇ ମିଛ ଖବର ପ୍ରସାରଣ କରିବା ମହଙ୍ଗା ପଡିଛି ଚାନେଲକୁ। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନ୍ସର ହୋଇଥିବା ମିଛ ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।
ଏଭଳି ଖବର ନେଇ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଏକ ଭିଡିଓ ସେୟାର କରି କହିଛନ୍ତି "ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ମୋର କିଛି ହୋଇନାହିଁ । ତେଣୁ ସତ୍ୟତା ନଜାଣି ଏଭଳି ମିଛ ପ୍ରଚାର କରି କିଛି ଲୋକ ନିଜର ଲୋକପ୍ରିୟତା ବା ଭିୟୁଜ୍ ପାଇଁ କରିଛନ୍ତି । ଦୟାକରି ଏଭଳି କରନ୍ତୁ ନାହିଁ । ଆପଣଙ୍କର ଏହି ମିଛ ପ୍ରଚାର ପାଇଁ ମୁଁ ଅନେକ ସମସ୍ୟାରେ ପଡ଼ୁଛି । ଯିିଏ ବି କରିଛନ୍ତି ସେ ଏଭଳି ଶସ୍ତା ମାନସିକତାର ଥମ୍ୱନେଲ ତିଆରି କିର ନିଜର ରୋଜଗାର ପନ୍ଥା ଆପଣାନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ପ୍ରତିଭା ଅଛି, ତାହାଲେ କାମ କରି ରୋଜଗାର କରନ୍ତୁ । ଦୟାକରି ଶାନ୍ତିରେ ମତେ ମୋ କାମ କରିବାକୁ ଦିଅନ୍ତୁ ।" ଏନେଇ ଅନୁ ଚୌଧୁରୀ ସାଇବର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।