Loading...

ହସପିଟାଲରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ହସପିଟାଲରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ସଂଗୀତ ଜଗତକୁ ଅସଂଖ୍ୟ ମନଛୁଆଁ ଓ ଭାବପୂର୍ଣ୍ଣ ସଂଗୀତରେ ସମୃଦ୍ଧିଶାଳୀ କରିଛନ୍ତି ସଂଗୀତ ଜଗତର ଦିଗ୍‌ଗଜ ପ୍ରଣବ ପଟ୍ଟନାୟକ | ମାଝିରେ… ହେଉ ଅବା ‘ଇନ୍ଦ୍ରଧନୁର ସପ୍ତରଙ୍ଗ…। ‘

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଏକ ପ୍ରତିନିଧି ଦଳ ଭେଟିଥିବା ସୂଚନା ମିଳିଛି। 

 

ଉଲ୍ଲେଖ ଥାଉ କି ସଂଗୀତ ଜଗତକୁ ଅସଂଖ୍ୟ ମନଛୁଆଁ ଓ ଭାବପୂର୍ଣ୍ଣ ସଂଗୀତରେ ସମୃଦ୍ଧିଶାଳୀ କରିଛନ୍ତି ସଂଗୀତ ଜଗତର ଦିଗ୍‌ଗଜ ପ୍ରଣବ ପଟ୍ଟନାୟକ | ମାଝିରେ… ହେଉ ଅବା ‘ଇନ୍ଦ୍ରଧନୁର ସପ୍ତରଙ୍ଗ…। ‘ମଣିମା ଶୁଣିମା…ହେଉ ଅବା ‘ସୀମା ହୀନ ଦରିଆ…। ମଞ୍ଚ ହେଉ ଅବା ଆକାଶବାଣୀ, ଆଲବମ୍‌ ହେଉ ଅବା ଚଳଚ୍ଚିତ୍ର, ୩୫୦୦ରୁ ଊର୍ଧ୍ୱ ଗୀତ ଗାଇ ୫ ଦଶନ୍ଧି ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି ଏହି ଶିଳ୍ପୀ | 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.