News

ଆସନ୍ତା ୨୧ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ

farmer

ପ୍ରାଇସ ,ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପୁଣି ଆନ୍ଦୋଳନ କରିବ। ଆସନ୍ତା ୨୧ରେ ରାଜ୍ୟସାରା ଚକଅଖ ବନ୍ଦ କରିବାକୁ ଆଜି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

ସେ କହିଛନ୍ତିଯେ, ରାଜ୍ୟରେ ତାନାସାହି ଶାସନ ଚାଲଛି । ଏକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କର ମତବ୍ୟକ୍ତ କରିବାର ଅଧିକାର ଓ ଆନେ୍ଦାଳନର ଅଧିକାର ରହିଛି । କିନ୍ତୁ ଗତ ଫେବୃଆରୀ ୬ ଓ ୨୦୧୮ ଅକ୍ଟୋବର ୨୯ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଚାଷୀଙ୍କ ଭୁବନେଶ୍ୱର ପ୍ରବେଶ ଉପରେ ସରକାର ରୋକ ଲଗାଇଛନ୍ତି । ପୁଲିସ ଚାଷୀଙ୍କ ଉପରେ ବଳ ପ୍ରୟୋଗ କରୁଛି । ପୁଲିସର ଜୁଲମ ବଢ଼ୁଥିବା ସେ ଅଭିଯୋଗ କରିଛନ୍ତି।

ଚାଷୀର ଧାନ ଦର ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ କ୍ବିଣ୍ଟାଲ ପିଛା ୧୯୩୦ ଟଙ୍କା, ପେନସନ୍ ପାଇଁ ଅର୍ଥ ବରାଦ ଓ ପୁଲିସର ବଳ ପ୍ରଯୋଗ ବିରୋଧରେ ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି ବୋଲି ଶ୍ରୀ କୁମାର କହିଛନ୍ତି।

ପଢନ୍ତୁ;   ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ,ପେପର କାର୍ଡ କାରଖାନାରେ ଲାଗିଲା ନିଆଁ

Related posts

Odisha Police Issued Guidelines For Hotels, Lodges & Guest Houses

ENO Beuro

ଯାତ୍ରୀବାହୀ ବସ୍‌ ପୋଡିଲେ ମାଓବାଦୀ

ENO Beuro

ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

ENO Beuro

Leave a Comment