POLITICALS

କେଉଁଠି ବାପା ତ କେଉଁଠି ପୁଅ ଆଗରେ

Stt

୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ । ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ ଭୋଟ୍ ଗଣତି । ରାଜ୍ୟର ୬୩ଟି କାଉଣ୍ଟିଂ ସେଣ୍ଟରରେ କାଉଣ୍ଟିଂ ଜାରି ରହିଛି । ତେବେ ଏହି ଲଢେଇରେ କେବଳ ବିରୋଧୀ ନୁହେଁ ବାପା ପୁଅ ମଧ୍ୟ ସାମିଲ ରହିଛନ୍ତି ଏହି ପ୍ରକ୍ରିୟାରେ ରହିଛନ୍ତି ବାପା ଦାମୋଦର ରାଉତ  ପୁଅ ସମ୍ବିତ ରାଉତ   ଓ କଂଗ୍ରେସ ନେତା ନରସିଂହ ମିଶ୍ର  ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର

ଦାମ ଏଥର ବାଲିକୁଦା-ଏରସମା   ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ ସେ ପଛରେ ଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ  ଏହି ଆସନରେ ଆଗରେ ଚାଲିଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦାମଙ୍କ ପୁଅ ସମ୍ବିତ ରାଉତରାୟ  ଆଗରେ ଅଛନ୍ତି। କଂଗ୍ରେସ ନେତା ନରସିଂହ ମିଶ୍ର  ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ସମରେନ୍ଦ୍ର ମିଶ୍ର  ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନରସିଂହ ମିଶ୍ର ଆଗରେ ରହିଥିବା ବେଳେ ତାଙ୍କ ପୁଅ ପଛରେ ରହିଛନ୍ତି।

ପଢନ୍ତୁ: ଆଇଏଏସ ଆଇପିଏସ ଲଢେଇରେ ଆଇଏଏସ ଅପରାଜିତା ଷଡଙ୍ଗୀ ଆଗରେ

Related posts

ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

Ratnamani Moharana

ପୁରୀ ଲୋକସଭା ଆସନରେ ଆଗରେ ସମ୍ବିତ ପାତ୍ର

Ratnamani Moharana

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ ଉର୍ମିଲା: ପ୍ରଥମ ଦିନରେ ବିଜେପି ଉପରେ ବର୍ଷିଲେ

Ratnamani Moharana

1 comment

Leave a Comment