News

ଦୁଇ ଦିନିଆ ରିମାଣ୍ଡରେ ଗଲେ ଫୟାଦ ରେହମାନ

rehmaan

ଆଜିଠୁ ଦୁଇଦିନିଆ ରିମାଣ୍ଡରେ ଗଲେ ଫୟାଦ ରେହମାନ। ଢେଙ୍କାନାଳ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ଅଧିକ ପଚରା ଉଚରା ପାଇଁ ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ତେବେ ଢେଙ୍କାନାଳ ପକ୍‌ସୋ କୋର୍ଟ ରେହମାନଙ୍କୁ ୨ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

rehmaan

ସୂଚନାଯୋଗ୍ୟ, ଗୁଡ଼ ନୁୃ୍ୟଜ ଇଣ୍ଡିଆ ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରେ ସେଲଟର ହୋମ ଖୋଲାଯାଇଛି । ଯାହାର ମୁଖ୍ୟ ଥିଲେ ଫୟାଜ ରହମାନ । ମିଶନାରୀ ଅର୍ଥରେ ଏହି ସେଲଟର ହୋମ ଚାଲି ଆସୁଥିବା ଅଭିଯୋଗ ହୋଇଛି । ଏମିତିକି ସେଠାରେ ଧର୍ମ ପରିବର୍ତନ ହେବା ନେଇ ବିଭିନ୍ନସ୍ତରରେ ଅଭିଯୋଗ ମଧ୍ୟ ଆସିଛି । ସେହିପରି ଅନେକ ସମୟରେ ବିଦେଶୀମାନେ ଉକ୍ତ ସେଲଟର ହୋମକୁ ଆସିବା ସହ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିବା ନେଇ ମଧ୍ୟ ତଥ୍ୟ ମିଳିଛି ।

ପଢନ୍ତୁ;  ଗୋହତ୍ୟା ସନ୍ଦେହରେ ୟୁପିରେ ହିଂସା,ପୋଲିସ ସମତେ ୨ମୃତ

Related posts

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

ENO Beuro

ରାଜ୍ୟସରକାର ବଢାଇଲେ ବାର୍ଦ୍ଧକ୍ୟ ଭତ୍ତା

ENO Beuro

ରେଳ କ୍ଷେତ୍ରରେ ଭାରତ, କୋରିଆ ସହଯୋଗ ବୁଝାମଣା ନେଇ ଅବଗତ ହେଲେ କ୍ୟାବିନେଟ

ENO Beuro

Leave a Comment