EnewsOdia.Com

ରାତିରେ ଶୋଇବା ପୂର୍ବରୁ ପାଦରେ ତେଲ ମାଲିସ କରନ୍ତୁ, ମିଳିବ ଏହି ସବୁ ଫାଇଦା

ଆପଣଙ୍କର ଗୋଡ ଉପରେ ସମ୍ପୂର୍ଣ୍ଣ ଶରୀର ନିର୍ଭର କରିଥାଏ । ଆପଣଙ୍କ ପାଦ ତଳେ ଆପଣଙ୍କ ଶରୀରର ଅଲଗା ଅଲଗା ବିନ୍ଦୁ ରହିଥାଏ । ଯାହା ଶରୀର ଭିନ୍ନ ଭିନ୍ନ ଅଂଶକୁ ଯୋଡି ହୋଇଛି । ସେଥିପାଇଁ ଯଦି ଆପଣ ପାଦ ତଳ ମାଲିସ କରିବେ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର ହେବ ।

୧) ଶୋଇବା ପୂର୍ବରୁ ପାଳ ତଳ ମାଲିସ କରିବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
୨) ଆପଣଙ୍କ ସ୍ନାୟୁ କେବଳ ପାଦ ତଳେ ରହିଥାଏ । ଉଦାହରଣ ସ୍ୱରୂପ ଆପଣଙ୍କ ଅଙ୍ଗୁଳି ସିଧାସଳଖ ମସ୍ତିଷ୍କ ସହ ଯୋଡି ହୋଇଛି । ପାଦ ତଳ ମାଲିସ କରିବା ଦ୍ୱାରା ଶରୀର ଫୂର୍ତ୍ତି ହେବା ସହ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ ।
୩)  ଯଦି ଆପଣ ନିୟମିତ ରାତିରେ ଶୋଇବା ପୂର୍ବରୁ ପାଦ ତଳେ ସୋରିଷ ତେଳ ମାଲିସ କରି ଶୋଇବେ, ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ଭଲ ରହିବ । ସେହିପରି ଯଦି ଆପଣଙ୍କୁ ରାତିରେ ଭଲ ନିଦ ହେଉନଥିବ ତେବେ ଏହି ଉପାୟ କରିବା ଦ୍ୱାରା ଭଲ ନିଦ ହୋଇଥାଏ ।
୪) ପାଦ ତଳେ ତେଲ ମାଲିସ୍ କରିବା ଦ୍ୱାରା ଥକାପଣ ଦୂର ହୋଇଥାଏ । ଏହାସହିତ ମାନସିକ ଏବଂ ଶାରୀରିକ ଆରାମ ଅନୁଭବ ହୋଇଥାଏ । ଯାହାଫଳରେ ଆପଣଙ୍କର ଭଲ ନିଦ ହୋଇଥାଏ ଏବଂ ସମସ୍ତ ଚିନ୍ତାରୁ ମୁକ୍ତି ମିଳେ ।

ପଢନ୍ତୁ: ବ୍ରେକ୍ଅପ ପରେ ବି ହୋଇପାରିବ ଜୀବନ ସୁନ୍ଦର

ସମ୍ବନ୍ଧିତ ଖବର

କାଇଁଚ ମୂଳରୁ ଭଲ କରିଥାଏ ଶରୀରର ଏହି ସବୁ ରୋଗ

Ratnamani Maharana

ଜାଣନ୍ତୁ ହୃଦୟ ଖୋଲି ହସିବାର କେତେକ ଫାଇଦା ସମ୍ପର୍କରେ

Ratnamani Maharana

‘ଫ୍ଲୁ’ ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ

Ratnamani Maharana

ଶୀତରେ କେମିତି ସୁରକ୍ଷିତ ରହିବେ, ପଢ଼ନ୍ତୁ କିଛି ଟିପ୍ସ

Ratnamani Maharana

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

Ratnamani Maharana

କଖାରୁ ଖାଇବାର କିଛି ଏଭଳି ଫାଇଦା, ଯାହା ଜାଣିଲେ ଆପଣଙ୍କ ଉଡିଯିବ ହୋସ

Ratnamani Maharana