• Home
  • ASTRO
  • VASTU
  • ପେଙ୍ଗସୁଇ ର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ
VASTU

ପେଙ୍ଗସୁଇ ର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ

ଭାରତୀୟ ବାସ୍ତୁଶାସ୍ତ୍ର ଓ ଚୀନର ପେଙ୍ଗସୁଇ ଉପାୟ ଦ୍ଵାରା ଗୃହ ଓ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ କରାଯାଇପାରେ । ବ୍ୟବସାୟରେ କିମ୍ବା ଚାକିରିରେ ଯେତେ ପରିଶ୍ରମ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ? ଘରେ ଆସନ୍ତି ଲାଗି ରହୁଛି ? ତେବେ ଏହିସବୁ ଉପାୟ ଦ୍ଵାରା ସମସ୍ୟାରୁ ମୁକ୍ତ ହୋଇପାରିବେ :-

  • ବହୁତ ପ୍ରୟାସ ପରେ ବି ବ୍ୟବସାୟରେ ବିଶେଷ କିଛି ଅଗ୍ରଗତି ହେଉ ନଥିଲେ ଲାଲ ରଙ୍ଗର ସୂତାରେ ତିନିଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଦୋକାନ ଅବା ଅଫିସ୍‌ର ମୁଖ୍ୟ ଦ୍ୱାର ନିକଟରେ ଉତ୍ତର ଦିଗରେ ଝୁଲାଇ ଦିଅନ୍ତୁ। ଶୁଭ ଫଳ ମିଳିପାରେ।
  • ଚାକିରି ଖଣ୍ଡେ ପାଇଁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି କି? ନିଜ କଠୋରୀର ଦକ୍ଷିଣ ଦିଗରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ଝୁଲାଇ ଦିଅନ୍ତୁ। ସମସ୍ୟା ଦୂର ହୋଇପାରେ।
  • ଘରେ ବେଳେ ବେଳେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେଉଥିଲେ ଘରର ମୁଖ୍ୟ ଦ୍ୱାରରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ବାନ୍ଧି ଦିଅନ୍ତୁ। ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ୁ ନଥିଲେ ବି ଆପଣ ଏମିତି କରିପାରିବେ।
  • ଅନେକ ସମୟରେ ଉଧାରରେ ଦେଇଥିବା ଟଙ୍କା ଫେରି ପାଇବାରେ ବିଳମ୍ବ ହୋଇଥାଏ। ଏମିତି କି ଏଥିପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଘରେ ବେଡ୍‌ ରୁମ୍‌ର ଝରକାରେ ଲାଲ ରଙ୍ଗର ସୂତାରେ ତିନୋଟି ଫେଙ୍ଗଶୁଇ ମୁଦ୍ରାକୁ ଗୁନ୍ଥି ଝୁଲାଇ ଦିଅନ୍ତୁ।

ପେଙ୍ଗସୁଇର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ  ପେଙ୍ଗସୁଇ ର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ

ପଢନ୍ତୁ, ଶୀତଦିନେ କେମିତି ନେବେ ନିଜ କେଶର ଯତ୍ନ , ଆସନ୍ତୁ ଜାଣିବା କିଛି ପ୍ରାକୃତିକ ଉପାୟ

Related posts

ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହନୁମାନଙ୍କ ଫୋଟ ରଖିଲେ, କରନ୍ତୁ ନାହିଁ ଏହି ସବୁ ଭୁଲ !

Krishna Kumar Manoj

ଘରୁ ବାହାରିବା ସମୟରେ କରନ୍ତୁ ଏହି କାମ ! ବଦଳିପାରେ ଆପଣଙ୍କ ଭାଗ୍ୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More