EnewsOdia.Com

ଫିଡସ୍ ଭଳି ରୋଗକୁ ୧୫ ଦିନରେ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

ଫିଡସ୍ ହେଉଛି ଏକ ମସ୍ତିଷ୍କ ଜନିତ ରୋଗ । ଏହି ରୋଗରେ ରୋଗୀକୁ ଅଚାନକ ବାତ ମାରିଥାଏ ଯାହାପରେ ରୋଗୀର ନିଜ ଉପରୁ ସନ୍ତୁଳନ ବିଗିଡିଯାଏ । ଶରୀରର ପ୍ରତ୍ୟେକ କମ୍ପିବାକୁ ଲାଗିଥାଏ ଏବଂ ଏହି ସମୟରେ କିଛି ଲୋକ ଅସନା ମୋଜା କିମ୍ବା ଜୋତା ଶୁଙ୍ଘାଇ ରୋଗୀକୁ ଠିକ୍ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ରୋଗର ନିରାକରଣ ସମ୍ବନ୍ଧରେ।

ଫିଡସ୍ ର ଆୟୁର୍ବେଦିକ ଉପଚାର 

 ରସୁଣ:-

ରସୁଣରେ ଅନେକ ପ୍ରକାର ଔଷଧିୟ ଗୁଣ ରହିଛି । ଯାହା ଶରୀରର ନାନାଦି ରୋଗକୁ ଦୂର କରିବାରେ ସାହାଯ୍ୟ କରେ । ଫିଡସ୍ ରୋଗକୁ ସମୂଳେ ନାଶ କରିବା ପାଇଁ ୫ ଟି କୋଳ ରସୁଣକୁ ଅଧା କପ୍ ପାଣି ଏବଂ କ୍ଷୀରରେ ମିଶାଇ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ପର୍ଯ୍ୟନ୍ତ ଏହି ମିଶ୍ରଣ ଅଧା ନ ହୋଇଯାଏ । ଏବେ ଏହି ମିଶ୍ରଣକୁ ପ୍ରତିଦିନ ସେବନ କରନ୍ତୁ । ୧୫ ଦିନ ଭିତରେ ଫିଡସ୍ ରୋଗ ସମୂଳେ ନାଶ ହେବ ।

 ତୁଳସୀ :-

ପ୍ରତିଦିନ ତୁଳସୀ ପତ୍ର ଖାଆନ୍ତୁ ନହେଲେ ଏହାର ରସ ସେବନ କରନ୍ତୁ ଫିଡସ୍ ରୋଗରୁ ମୁକ୍ତି ମିଳିବ ।

ନଡିଆ ତେଲ :-

ନଡିଆ ତେଲ ମୁଣ୍ଡରେ ଲଗାଉଥିଲେ ହେଁ ଏହା କେଶ ପାଇଁ ଯେତେ ଭଲ ଶରୀର ପାଇଁ ମଧ୍ୟ ସେତେ ଲାଭଦାୟକ । ନଡିଆତେଲ ଦିନରେ ଗୋଟିଏ ଥର ଏକଚାମଚ ପିଅନ୍ତୁୁ ଫିଡସ୍ ସମସ୍ୟା ରହିବ ନାହିଁ ।

ପଢନ୍ତୁ: ହାତରେ ଯଜ୍ଞସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ହିତକର

ସମ୍ବନ୍ଧିତ ଖବର

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

Ratnamani Maharana

ଋତୁସ୍ରାବ ସମୟରେ କରନ୍ତୁ ଏହି ଆରାମ ଦାୟକ ବ୍ୟାୟାମ

Ratnamani Maharana

ହ୍ୟାଙ୍ଗଓଭର ଉତାରିବା ଲାଗି ଆପଣାନ୍ତୁ ଏହି ଉପାୟ

Ratnamani Maharana

ପାର୍ଲର ନଯାଇ ଘରେ କରନ୍ତୁ ମାନିକିୟୋର, ପେଡିକିୟୋର୍‌

Ratnamani Maharana

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ: ଜାଣନ୍ତୁ କିପରି

Ratnamani Maharana

ଅଧିକ ଦିନ ବଞ୍ଚିବାକୁ ଚାହାଁନ୍ତି କି ? ଖାଆନ୍ତୁ ଏହି ପତ୍ର

Ratnamani Maharana