News

୧୫ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀଙ୍କୁ ନିପାତ କଲା ଶ୍ରୀଲଙ୍କା ସେନା

ଶ୍ରୀଲଙ୍କା ଗଣସଂହାର   ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଆଇଏସଆଇଏସ  ଉପରେ ଆଜି ଶ୍ରୀଲଙ୍କା ସିକ୍ୟୁରିଟି ଫୋର୍ସ ଓ ଶ୍ରୀଲଙ୍କା ସେନା ରେଡ୍ କରିଛି। ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସାରା ରାତି ଭୀଷଣ ଗୁଳି ବିନିମୟ ଚାଲିଥିବା ସ୍ଥଳରୁ ଛଅ ଜଣ ପିଲାଙ୍କ ସମେତ ୧୫ ଜଣଙ୍କ ଶବ ଉଦ୍ଧାର କରାଯାଇଛି ବୋଲି ଶନିବାର ଦିନ ଜଣେ ସାମରିକ ମୁଖପାତ୍ର  କହିଛନ୍ତି।

ଇଷ୍ଟର୍ଣ୍ଣ ଟାଉନ ନିକଟରେ ଥିବା କଳମୁନାଇରେ ଏହି ଆଇଏସଆଇଏସ ଆତଙ୍କବାଦୀ ଏକ ଘରେ ରହୁଥିବା ଶୁକ୍ରବାର ଶ୍ରୀଲଙ୍କା ସୁରକ୍ଷାକର୍ମୀ ଓ ସେନା ଜାଣିବାକୁ ପାଇଥିଲେ। ଏହାପରେ ଆଜି ଅତର୍କିତ ଆକ୍ରମଣ କରିଥିଲେ। ସନ୍ଦିଗ୍ଧ ଆତଙ୍କବାଦୀମାନେ ନେସ୍‌ନାଲ୍‌ ତାଓହୀଦ୍‌ ଜମାତ୍‌ର ସଦସ୍ୟମାନେ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଇସ୍‌ଲମିକ୍‌ ଷ୍ଟେଟ୍‌ ସଂଗଠନ ସହ ସମ୍ପୃକ୍ତ ୧୪୦ ଜଣ ବ୍ୟକ୍ତିଙ୍କୁ ପୁଲିସ ଠାବ କରିବାକୁ ଉଦ୍ୟମ କରୁଛି।

ପଢନ୍ତୁ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା

 

Related posts

କୁନ୍ଦିଲି ଘଟଣା :ତଦନ୍ତ କରିବ ଜାତୀୟ ମାନବିକ ଅଧିିକାର କମିସନଙ୍କ ସ୍ୱତନ୍ତ୍ର ଟିମ୍‌

ENO Beuro

ଜନସାଧାରଣଙ୍କ ଆବାସିକ ଅଥବା ବୃତ୍ତିଗତ ଠିକଣାର ଡିଜିଟାଲ୍‌ ମ୍ୟାପିଙ୍ଗ୍‌ କରିବେ ସରକାର

ENO Beuro

ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଯୁକ୍ତ ଡିଏମୟୁ ଟ୍ରେନର ଶୁଭାରମ୍ଭ ହୋଇଛି

ENO Beuro

1 comment

Leave a Comment