POLITICALS

ହିଞ୍ଜିଳିରେ ହେବ ନବୀନ-ପିତାମ୍ବର ଟକ୍କର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ହିଂଜିଳି ଓ ବିଜେପୁରରୁ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏନେଇ ସେ ପ୍ରାର୍ଥୀ ପତ୍ର ଦାଖଲ ମଧ୍ୟ କରିସାରିଲେଣି। ନିକଟରେ ନବୀନ ଓଡିଶାର ସମସ୍ତ ଲୋକସଭା ଆସନ ଜିତିବା  ନେଇ ଦୃଧୋକ୍ତି କରିଛନ୍ତି। ତେବେ ହିଞ୍ଜିଳୀରେ ହିଞ୍ଜିଳିରେ ନବୀନ-ପୀତାମ୍ବର   ଲଢ଼େଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ନବୀନ ଲଢୁଥିବା ହିଂଜିଳି ଆସନରୁ ବିଜେପି ରାଜ୍ୟ ଉପସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେପି

୯ଟି ବିଧାନସଭା ଓ ୨ଟି ଲୋକସଭା ଲାଗି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ନବୀନଙ୍କ ବିରୋଧରେ ହିଞ୍ଜିଳିରୁ ବିଜେପି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଓ ସିପିଆଇ  ମେଣ୍ଟ ପକ୍ଷରୁ ରାମକୃଷ୍ଣ ପଣ୍ଡା  ପ୍ରାର୍ଥୀ ହୋଇଛନ୍ତି | ଅପରପକ୍ଷରେ ବିଜେପୁରରେ ନବୀନଙ୍କୁ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ  | ବିଜେପି ବର୍ତ୍ତମାନ ସୁଦ୍ଧା ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ |
ପଢନ୍ତୁ: ବିଜେପିରେ ଯୋଗଦେଲେ କଟକର ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

Related posts

ପଦ୍ମ ଧରିଲେ ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା

ENO Beuro

ବିଜେପିରେ ଯୋଗ ଦେଲେ ଦାମ ରାଉତ

ENO Beuro

“ଗାନ୍ଧି-ଭଦ୍ରା ପରିବାର ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌” ବୋଲି କହିଲେ ସ୍ମୃତି ଇରାନୀ

Ratnamani Moharana

1 comment

Leave a Comment