News

ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ,୨ ପାଇଲଟ ମୃତ

jet

ଆଜି ବାୟୁସେନାର ଲଢ଼ୁଆ ଯୁଦ୍ଧ ବିମାନ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳ ୧୦.୩୦ରେ ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ବିମାନ ବନ୍ଦରରେ ହୋଇଥିଲା ଏହି ଦୁର୍ଘଟଣା। ନିକଟରେ ଉକ୍ତ ବିମାନଟି ହାଲ୍‌ରେ ଅପଗ୍ରେଡ କରାଯାଇଥିବା ସୂଚନା ମିଳିଛି।

ମିରେଜ୍‌ ୨୦୦୦ ହେଉଛି ପ୍ରାନ୍ସର ଡାସଲ୍ଟ ଆଭିଏସନ୍‌ ଦ୍ୱାରା ସିଙ୍ଗଲ ଇଞ୍ଜିନ ଫୋର୍ଥ ଜେନେରେସନ ଲଢ଼ୁଆ ବିମାନ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୮ ଜାନୁୟାରୀ ୨୦୧୯ରେ ଉତ୍ତରପ୍ରଦେଶର କୁଶିନଗର ଖେତିମପୁରରେ ଏୟାରଫୋର୍ସର ଜଗୁଆର ପ୍ଲେନ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏହାପରେ ବିମାନରେ ନିଆଁ ଲାଗି ଯାଇଥିଲା।

ପଢନ୍ତୁ;  ଫିଲ୍ମ ଫ୍ରାଇଡେ: ପରଦାକୁ ଆସିଲା ‘ଏକ୍ ଲଡକୀ କୋ ଦେଖା ତୋ ଏସା ଲଗା’ ଫିଲ୍ମ

Related posts

ଆଜି ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ENO Beuro

ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର – ମା’ କୋଳରେ ଜଗା, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି

ENO Beuro

୧୫‌ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment