SPORTS

ଏଫଆଇଏଚ୍‌ ସିରିଜ୍‌ ହକି ସେମିଫାଇନାଲରେ ଭାରତ

Fih

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ଏକ ସମୟରେ ୧-୧ ଗୋଲରେ ବରାବର ଥିଲା। କିନ୍ତୁ ଏହା ପରେ ଭାରତ ଲଗାତାର ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଜିତି ନେଇଥିଲେ।  ଏହି ବିଜୟ ସହିତ ଭାରତ ପୁଲ-ଏ ର ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟୀ ହୋଇ ଶୀର୍ଷ ସ୍ଥାନ ହାସଲ କରିଛି ।

ସୂଚନାଯୋଗ୍ୟ ପୂର୍ବରୁ ଭାରତ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତ ପ୍ରଥମ ମ୍ୟାଚରେ ରୁଷିଆକୁ ୧୦-୦ ଗୋଲ ଓ ଦ୍ବିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଥିଲା । କ୍ରମାଗତ ତୃତୀୟ ମ୍ୟାଚରେ ଭାରତ ଉଜ୍‌ବେକିସ୍ତାନକୁ ପରାସ୍ତ କରି ହାଟ୍ରିକ ବିଜୟ ହାସଲ କରିଛି।

ପଢନ୍ତୁ: ବାସହରା ହୋଇପାରନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Related posts

ପାକିସ୍ତାନୀ ଝିଅ ଆଲିସବାଙ୍କ ସହ ସାମିଙ୍କ ସମ୍ପର୍କ , ଚାଞ୍ଚଲ୍ୟକର ଅଡିଓ ଦେଲେ ହସିନ

ENO Beuro

ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

ENO Beuro

ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ

ENO Beuro

Leave a Comment