ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବର୍ତ୍ତମାନ ବଲିଉଡ୍ ବକ୍ସ ଅଫିସ୍ରେ ସାଉଥ୍ ଫିଲ୍ମ ଧମାଲ୍ କରୁଛି। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ‘କାନ୍ତାରା’। ଯାହାର ଆଲୋଚନା ସବୁଆଡେ ଚାଲିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିବା ସହ OTT ରେ ମୁକ୍ତିଲାଭ କରିଥିଲା।
ବର୍ତ୍ତମାନ ବଲିଉଡ୍ ବକ୍ସ ଅଫିସ୍ରେ ସାଉଥ୍ ଫିଲ୍ମ ଧମାଲ୍ କରୁଛି। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ‘କାନ୍ତାରା’। ଯାହାର ଆଲୋଚନା ସବୁଆଡେ ଚାଲିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିବା ସହ OTT ରେ ମୁକ୍ତିଲାଭ କରିଥିଲା। ହେଲେ ଏହା ଏପର୍ଯ୍ୟନ୍ତ ଏହା କେବଳ ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ତାମିଲ ଭାଷାରେ ଓଟିଟିରେ ମୁକ୍ତିଲାଭ କରିଛି।ବର୍ତ୍ତମାନ ଏହା ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରୁଛି। ସିନେମା ଘରେ ଧମାଲ୍ କରିବା ପରେ ସାଉଥ୍ ତାରକା ଋଷବ ଶେଟ୍ଟୀଙ୍କ ଏହି ଚଳଚ୍ଚିତ୍ର ବର୍ତ୍ତମାନ ହିନ୍ଦୀରେ ବି ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ । ତେବେ ମଙ୍ଗଳବାର ଅର୍ଥାତ୍ ଗତକାଲି ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରୁଥିବା ବେଳେ କାନ୍ତାରା ହିନ୍ଦୀ ଭାଷାରେ ରିଲିଜ୍ ତାରିଖ ପ୍ରକାଶ କରିଛି।
କହିବାକୁ ଗଲେ ଡିସେମ୍ବର ୯ ତାରିଖରେ ଆମାଜନ ପ୍ରାଇମ୍ ହିନ୍ଦୀରେ କାନ୍ତାରା ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଏହି ହିନ୍ଦୀ ଘୋଷଣା ଅଭିନେତାଙ୍କ ଦ୍ଵାରା ଆକର୍ଷଣୀୟ ଢଙ୍ଗରେ କରାଯାଇଥିଲା। ଋଷଭଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟ 16 କୋଟି ଟଙ୍କାର ସ୍ୱଳ୍ପ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଅନେକ ଧମାଲ କରିଛି। ଏହି ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ମଧ୍ୟ ନିଜେ ଋଷଭ ଅଟନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।