EnewsOdia.Com

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’

ଓଡ଼ିଆ ଓ ତେଲୁଗୁ ଚିତ୍ର ‘ପାଟଣାଗଡ଼: ୨୩ ଫେବୃଆରୀ ୨୦୧୮ ଓଡ଼ିଶା’ ଦୁଇ ଦୁଇଟି ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି।  କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଓ ଲିଫ୍ଟ ଇଣ୍ଡିଆ ଫିଲ୍ମୋତ୍ସବ-ୱାର୍ଲଡ ସିନେ ଫେଷ୍ଟ, ଲୋନାଭିଆ-୨୦୧୯ରେ ଏହି ଚିତ୍ର ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି। ଏହି ଚିତ୍ରର ସହ ପ୍ରଯୋଜନାରେ ସୁନୀତା କ୍ରିଷ୍ଣନ ଥିବାବେଳେ ବିଭିନ୍ନ ଭୂମିକାରେ ମନୋଜ ମିଶ୍ର, ଅତୁଲ କୁଲକର୍ଣ୍ଣି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଯୋଜକ ଶ୍ରୀ ମାର୍ଥା କହିଛନ୍ତି ଦୁଇଟି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’ ପ୍ରଦର୍ଶନ ହେବା ପାଇଁ ମନୋନୀତ ହେବା ନିଶ୍ଚିତଭାବେ ଓଡ଼ିଶା ପାଇଁ ଗୌରବର ବିଷୟ।

ରେଞ୍ଜ ରୟାଲ ସିନେ ଲାବ୍‌ ନିବେଦିତ, ଶ୍ରୀଧର ମାର୍ଥା ପ୍ରଯୋଜିତ ଏ ଚିତ୍ରର ନିର୍ଦେଶନା ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ଦେଶକ ରାଜେଶ ଟଚରିଭର। ଚଳିତ ବର୍ଷ ଶେଷ ପର୍ଯ୍ୟାୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଏହି ଚିତ୍ରର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ।

ପଢନ୍ତୁ: ଦିନେ ଲଣ୍ଡା ହେବା ପାଇଁ ୫୦ ହଜାର ଟଙ୍କା ନେଇଥିଲେ ରାଇମୋହନ

ସମ୍ବନ୍ଧିତ ଖବର

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା

Ratnamani Maharana

ଆଇସିୟୁରେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ

Ratnamani Maharana

ହିରୋପନ୍ଥୀ ୨ କରିବେ ଟାଇଗର ଶ୍ରଫ୍

Ratnamani Maharana

କାଲି ପରଦାକୁ ଆସୁଛି ‘କୁଇନ୍’

Ratnamani Maharana

ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

Ratnamani Maharana

ଓସ୍କାର୍ ଆଓ୍ଵାର୍ଡ ପାଇବା ପରେ ସିଟ୍ ତଳେ ଲୁଚାଉଥିଲେ ନିର୍ଦ୍ଦେଶକ

Ratnamani Maharana