Entertainment

ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟାଙ୍କ ପରଲୋକ

rk

ଆରପାରିରେ ରାଜକୁମାର ବଡଜାତ୍ୟା

ବର୍ଷୀୟାନ ଫିଲ୍ମ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କର ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହୃଦଘାତର ଶିକାର ହେବା ପରେ ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରଯାଇଥିଲା । ସେଠାରେ ଚିକିସ୍ରାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ରାଜକୁମାର ନିଜର ପତ୍ନୀ ସୁଧା ବଡଜାତ୍ୟା ଏବଂ ପୁଅ ଫିଲ୍ମ ନିର୍ମାତା ସରୋଜ ବଡଜାତ୍ୟାଙ୍କ ପାଖରେ ରହୁଥିଲେ।

ରାଜକୁମାରଙ୍କ ପ୍ରଡକସନ ହାଉସ୍, ହମ୍ ଆପକେ ହୈ କୌନ୍‌, ହମ୍ ସାଥ୍ ସାଥ୍ ହେ, ବିବାହ, ପ୍ରେମ ରତନ ଧନ ପାୟୋ ପରି ଲୋକପ୍ରିୟ ଫିଲ୍ନ ନିର୍ମାଣ କରିଛି। ଗତ ଫେବ୍ରୁଆରୀ ୧୫ରେ ରାଜଶ୍ରୀ ବ୍ୟାନରର ଶେଷ ଫିଲ୍ମ ହମ୍ ଚାର୍ ମୁକ୍ତିଲାଭ କରିଥିଲା।

ରାଜକୁମାର ବଡଜାତ୍ୟାଙ୍କ ଆକସ୍ମିକ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ପଢନ୍ତୁ;  ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ,୮୧ ମୃତ

Related posts

ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ସଲମାନ?

ENO Beuro

ସେଲିବ୍ରେଟିଙ୍କୁ ପାଗଳ କରିଛି ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍

Ratnamani Moharana

ଜାଣନ୍ତୁ କାହାର ହେବେ ଓଲିଉଡର ସୁପରଷ୍ଟାର ଅନୁଭବ ?

ENO Beuro

Leave a Comment