EnewsOdia.Com

ଖୁବଶୀଘ୍ର ବଜାରରେ ମିଳିବ ନୂଆ ଟଙ୍କିକିଆ ନୋଟ

ବଜାରରେ ଖୁବ ଶୀଘ୍ର ମିଳିବ ନୂଆ ଟଙ୍କିକିଆ ନୋଟ । ଆଅବିଆଇ ଦ୍ୱାରା ସମସ୍ତ ନୂଆ ନୋଟ ଜାରି କରାଯିବା ପରେ ଏବେ ପାଳି ପଡିଛି ଟଙ୍କିକିଆ ନୋଟର । ଟଙ୍କିକିଆ ନୋଟ କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟ ଛାପିଥାଏ । ଅନ୍ୟ ସବୁ ନୋଟ ଆରବିଆଇ ଛାପିଥାଏ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଏକ ଟଙ୍କିଆ ନୋଟ ଜାରି କରାଯିବ ବୋଲି ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ନୂଆ ଟଙ୍କିକିଆ ନୋରେ ରହିଥିବା କିଛି ବିଶେଷ କଥା ।

ନୂଆ ଟଙ୍କିକିଆ ନୋଟରେ ‘Government of India’ ଉପରେ ଭାରତ ସରକାର ଲେଖାଯିବ । ନୂଆ ଟଙ୍କିକିଆ ନୋଟରେ ମଲ୍ଟୀ ଟୋନଲ ୱାଟରମାର୍କ ରହିବ । ନୋଟରେ ଅର୍ଥ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କ ହସ୍ତାକ୍ଷର ଦୁଇଟି ଭାଷାରେ ରହିବ । ନୂଆ ନୋଟର କଲର ଦେଖିବାକୁ ପୁରା ପିଙ୍କ ଗ୍ରୀନ ୭ ନୂଆ ନୋଟର ଆୟତାକାର ଏବଂ ଏହାର ସାଇଜ୍ 9.7 x 6.3 cm ହେବ । ନୂଆ ଟଙ୍କାର ସଂକେତ ସହ ସତ୍ୟମେବ ଜୟତେ ଲେଖାଯିବ । ନମ୍ବରିଙ୍ଗ ପେନଲରେ କ୍ୟାପିଟାଲ L ଛପାଯିବ । ପ୍ରଥମ ତିନୋଟି ଅଲ୍ଫାନ୍ୟୁମୋରିକ ନମ୍ୱରର ଆକାର ସମାନ ରହିବ । ୨୦୨୦ ଏବଂ ରୁପିଆ ସଂକେତ ରହିବ ।

ପଢନ୍ତୁ: ଭୁବନେଶ୍ବରରେ ଟ୍ରାଫିକ୍ ଜାମ୍‌ ପାଇଁ ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ

ସମ୍ବନ୍ଧିତ ଖବର

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

Ratnamani Maharana

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ବ୍ରିଟେନ ମନ୍ତ୍ରୀ ମଣ୍ଡଳରେ ଭାରତୀୟ ମହିଳା

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

ଜାଣି ନିଅନ୍ତୁ କରୋନା ଭାଇରସର ଲକ୍ଷଣ ଓ ମୁକାବିଲା କରିବାର ଉପାୟ

Ratnamani Maharana