27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ଏଣିକି ବସ୍ ରେ ମହିଳାଙ୍କ ସିଟ୍ ରେ ବସିବା ପଡିବ ମହଙ୍ଗା

ଏଣିକି ବସ୍ ରେ ଆଉ ମହିଳାଙ୍କ ସିଟ୍ ରେ ବସି ପାରିବେନି ପୁରୁଷ । ଜାରିହେଲା କଟକଣା । ଯଦି କୌଣସି ପୁରୁଷ ବସ୍ ରେ ମହିଳାଙ୍କ ଉଦ୍ଦିଷ୍ଟ ସିଟ୍ ରେ ବସିପଡିଥିବେ ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଅଧିକାଂଶ ସମୟରେ ମହିଳାମାନେ ବସ୍ ରେ ଯାତ୍ରା କଲା ବେଳେ ଅସଦାଚରଣର ଶିକାର ହୋଇଥାନ୍ତି । ଏସବୁ ଦୃଷ୍ଟିରେ ରଖି ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଗତକାଲି କମିଶନରେଟ ପୋଲିସ ପକ୍ଷରୁ କିଛି ବସ୍ ମାଲିକ ସଂଘକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ନିଷ୍ପତି ଅନୁଯାୟୀ ମହିଳାଙ୍କ ଉଦ୍ଦିଷ୍ଟ ସିଟ୍ ରେ ଆଉ ପୁରୁଷ ବସି ପାରିବେ ନାହିଁ । ଏହାସହିତ ବସ୍ ରେ ମହିଳାଙ୍କ ପାଇଁ ଏକ ନମ୍ବର ରହିବ । ଯଦି କୌଣସି ମହିଳା ବସ୍ ରେ ଅସୁରକ୍ଷିତ ମନେକରନ୍ତି ତେବେ ସେ ଏମରଜେନ୍ସି ନଂ ରେ ଫୋନ୍ କରିପାରିବେ ।

ପଢନ୍ତୁ: ମହାକାଶରେ ପ୍ରସ୍ତୁତ ହେଲା ଚକୋଲେଟ କୁକିଜ୍‌

Related posts

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

Ratnamani Maharana

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

Ratnamani Maharana

ଆସନ୍ତା ସପ୍ତାହରେ ଆରମ୍ଭ ହେବ ଧଉଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ !

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More