News

ବସ୍‌ଉଠ୍‌ ହୋଇଥିବା ଜେଇଇଙ୍କ ଚାଞ୍ଚଲ୍ୟକର ବୟାନ୍‌

K

ରାସ୍ତାରେ ସର୍ବ ସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ଉଠ୍‌ବସ୍‌ କରିବା ଘଟଣାରେ ଆସିଛି ନୂଆ ମୋଡ଼ । ଗଣମାଧ୍ୟମ ସମ୍ମୁଖରେ ଉକ୍ତ କନିଷ୍ଠ ଯନ୍ତ୍ରୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍‌ । ସେ ଅଭିଯୋଗ କରିଛନ୍ତି ଯେ, କେବଳ ବସ୍‌ଉଠ୍‌ ନୁହେଁ ସେଠାରେ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ବିଧାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ଚାପୁଡ଼ା   ମାରିଛନ୍ତି । ଆକ୍ରମଣ ଭୟରେ ସେଠାରେ ସେ ବସ୍‌ଉଠ୍‌ ହେବାକୁ ବାଧ୍ୟ ହୋଇଥିଲେ ।

 

 

ବିଧାୟକଙ୍କ ନାଁରେ ଏତଲା ଦେଲେ ଜେଇଙ୍କ ପତ୍ନୀ

Wife

କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଗତକାଲି ତାଙ୍କ ସ୍ୱାମୀ ଜୟକାନ୍ତ ଶବର ଘରେ ଥିଲେ। ଦିନ ପ୍ରାୟ ୩ ଟା ୧୫ ମିନିଟ୍‌ରେ ବିଧାୟକ ସରୋଜ ମେହେର ଓ ତାଙ୍କ ସମର୍ଥକମାନେ ତାଙ୍କୁ ଜବରଦସ୍ତ ଘରୁ ଡାକି ନେଇଥିଲେ। କିନ୍ତୁ ସେଦିନ ସେ ଆଉ ଘରକୁ ଫେରି ନଥିଲେ। ବିଧାୟକ ତାଙ୍କ ସ୍ୱାମୀଙ୍କୁ ଅପହରଣ କରି ନେଇଥିଲେ। ସେଠାରେ ତାଙ୍କୁ ଜାତିଆଣ ଆକ୍ଷେପ   କରି ୧୦୦ ଥର ଉଠ୍‌ବସ୍‌ କରାଇଥିଲେ।

ପଢନ୍ତୁ: ସ୍ୱାମୀଙ୍କ ବାୟୁସେନା ବିମାନ ରାଡାର୍‌ରୁ ଉଭାନ୍‌ ହେଉଥିବା ଦେଖୁଥିଲେ ପାଇଲଟଙ୍କ ପତ୍ନୀ

Related posts

ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

ENO Beuro

ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ଆହତ ହେଇଥିବା ଛୋଟ ଝିଅ ଶୀତଲ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା

ENO Beuro

ସ୍ୱଚ୍ଛ ଭାରତ ଅଭିଯାନ : କାର ସହ ବାଇକ ରାଲି

ENO Beuro

Leave a Comment