News

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

ଦିଲ୍ଲୀର ଦୂରଦର୍ଶନ ଭବନରେ ଘଟିଛି ଅଗ୍ନିକାଣ୍ଡ। ଦୂରଦର୍ଶନ ଭବନ କେନ୍ଦ୍ରୀୟ ଦିଲ୍ଲୀର ମଣ୍ଡୀ ହାଉସ ନିକଟରେ ଅବସ୍ଥିତ । ସୂଚନା ଅନୁସାରେ, ଦୂରଦର୍ଶନ ଭବନର ଏସି ପ୍ଲାଣ୍ଟରେ ନିଆଁ ଲାଗିଛି । କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଏହାକୁ ଆୟତ୍ତ କରାଯାଇ ପାରିଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

delhi

ଫାୟାର ଅଧିକାରୀଙ୍କ କହିଛନ୍ତି, ମଣ୍ଡି ହାଉସର ଦୂରଦର୍ଶନ ଭବନର ଏସି ପ୍ଲାଣ୍ଟରେ ନିଆଁ ଲାଗିଥିଲା । ବର୍ତ୍ତମାନ ୮ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନାହିଁ।

କହିରଖୁଛୁ ଆଜି ସକାଳେ ମୁମ୍ବାଇରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା।

ପଢନ୍ତୁ; କାଶ୍ମୀର ଘାଟି ପୁଣି ଅଶାନ୍ତ:ନମାଜ ପାଠ ପରେ ପୁଲିସ ଓ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

Related posts

ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ,୧୨ ମୃତ

ENO Beuro

ପାଞ୍ଚକୋଟି ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା

ENO Beuro

ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More