February 17, 2019

ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ

appolo

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ନ୍ୟୁରୋ ଆଇସିୟୁ ନିକଟ ମେସିନ ରୁମ୍ ରେ ନିଆଁ ଲାଗିଛି । ନିଆଁ ଲାଗିବା ପରେ ଏହି ରୁମରେ ଥିବା ରୋଗୀମାନଙ୍କୁ ଅନ୍ୟରୁମକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ତଳରେ ପହଞ୍ଚି ନିଆକୁ ଆୟତ କରିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ଦ୍ୱାରା କ୍ଷୟକ୍ଷତି ସମ୍ବନ୍ଧରେ କୌଣସି ସୂଚନା ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ଗତକାଲି ସକାଳେ ପ୍ରାୟ ୮ଟା ବେଳେ ହଠାତ୍‌ ଭୁବନେଶ୍ୱର ରେଳ ଷ୍ଟେସନ୍‌ ଯାତ୍ରୀ ବିଶ୍ରାମାଗାର ବାହାରେ ନିଆଁ ଲାଗିଯାଇଥିଲା।

ପହନ୍ତୁ;  ବ୍ରିଜ୍ ତଳେ ପଡିଛି ପୁଳା ପୁଳା ଔଷଧ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More