News

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

railway1

ଭୁବନେଶ୍ୱର ରେଲୱେ ଷ୍ଟେସନର ଯାତ୍ରୀ ବିଶ୍ରାମଗାରରେ ନିଆଁ ଲାଗି ଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସୀ କ୍ଷୟକ୍ଷତି ହୋଇ ନଥିବା ବେଳେ ଏକ ବଡ ଧରଣର ଅଘଟଣ ଟଳି ଯାଇଛି ।

ସୂଚନା ଅନୁସାରେ, ଆଜି ସକାଳ ସମୟରେ ହଠାତ ରେଳ ଷ୍ଟେସନର ଯାତ୍ରୀ ବିଶାମଗାର ବାହାରେ ନିଆଁ ଲାଗି ଯାଇଥିଲା । ବିଶ୍ରାମଗାର ବାହାରେ ଗଦ। ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀରେ କୌଣସି କାରଣରୁ ନିଆଁ ଲାଗିଥିଲା । ଫଳରେ ହୁହୁ ହୋଇ ନିଆଁ ଜଳିବାରେ ଲାଗିଥିଲା ।

ଏହାପରେ ଯାତ୍ରୀମାନେ ଭୟଭୀତ ହୋଇ ଦୌଡି ପଳାଇଥିଲେ । ଦମକଳ ବାହିନୀକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ପଢନ୍ତୁ;  କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରସ୍ତ ନିଆଯିବ

Related posts

ଟାଟୁ ଟ୍ରେଣ୍ଡରେ ନୂଆ ଛବି ‘ମୁଁ ବି ଚୌକିଦାର’ ପ୍ରଧାନମନ୍ତ୍ରୀଙ୍କ ଅଭିଯାନ

Ratnamani Moharana

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

ENO Beuro

ଶପଥ ନେଲେ ୧୧୦ ଜଣ ସିଭିଲ ଜଜ୍‌

ENO Beuro

Leave a Comment