News

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ,ପେପର କାର୍ଡ କାରଖାନାରେ ଲାଗିଲା ନିଆଁ

fire

ପୁଣି ଭୟାବହ ଅଗ୍ନିକାଣ୍ଡ। ଦିଲ୍ଲୀର ନାରାୟଣା ଶିଳ୍ପାଞ୍ଚଳରେ ଥିବା ଏକ ପେପର କାର୍ଡ କାରଖାନାରେ ଆଜି ସକାଳେ ନିଆଁ ଲାଗିଥିବା ଜଣାପଡିଛି। ଦମକଳ ବାହିନୀର ୨୦ଟି ଗାଡି ନିଆଁ ଲିଭାଇବା ପାଇଁ କସରତ କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିପାରି ନାହିଁ ।

୨ ଘଣ୍ଟା ହେଲା ଏଠାରେ ଦମକଳ ବାହିନୀ ନିଆଁକୁ ଆୟତ କରିବାରେ ଲାଗିଛନ୍ତି । ଏହା ଏକ ପେପର କାର୍ଡ ଫାକ୍ଟ୍ରି ହୋଇଥିବାରୁ ନିଆଁକୁ ଆୟତ କରିବା କଷ୍ଟକର ହୋଇଯାଇଛି।

ସୂଚନାଯୋଗ୍ୟ,ଲଗାତାର ୩ ଦିନ ହେଲା ଦିଲ୍ଲୀରେ ଏଭଳି ଅଗ୍ନିକାଣ୍ଡ ଘଟୁଛି। ମଙ୍ଗଳବାର ଦିନ ଏକ ହୋଟେଲରେ ନିଆଁ ଲାଗି ୧୭ ଜଣ ପ୍ରାଣ ହରାଇଥିଲେ।

ପଢନ୍ତୁ;  ଆପଣ ଭୁଲତରିକାରେ ଦୀପ ଜଳାଉଛନ୍ତି କି ? ଅସୁବିଧାରେ ପଡ଼ିପାରନ୍ତି ; ଜାଣନ୍ତୁ ଏହାର କାରଣ

Related posts

ଦିଲ୍ଲୀରେ ଚାଲିବ କାହାର ହୁକୁମ? ଆଜି ସୁପ୍ରୀମକୋର୍ଟରୁ ଆସିଲା ରାୟ

ENO Beuro

ବିୁଦ୍ୟତ୍‌ ବିତରଣ କମ୍ପାନି ନେସ୍‌କୋ, ଓ୍ଵସ୍‌କୋ ଓ ସାଉଥ୍‌କୋର ଲାଇସେନ୍ସ ପ୍ରତ୍ୟାହାର

ENO Beuro

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ENO Beuro

Leave a Comment