ତାମିଲନାଡୁର ୯ ଜଣ ISRO ବୈଜ୍ଞାନିକଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲେ ତାମିଲନାଡୁ ସରକାର
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
Loading...
ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ନିଆଁ । ୧୪ ନମ୍ବର ଯୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା।
ପୁରୀ କୋଣାର୍କ ବାଲୁଖଣ୍ଡ ଆଭୟାରଣ୍ୟରେ ନିଆଁ । ୧୪ ନମ୍ବର ଯୋନ ବେଲଦଳ ନିକଟରେ ନିଆଁ ଲାଗିଥିଲା। ଅଗ୍ନିଶମ ସମେତ ବେଲଦଳ ଓ ବେଳେଶ୍ୱରପାଟଣା ଗ୍ରାମ୍ୟ ଜଙ୍ଗଲ କମିଟିର ଶତାଧିକ ଲୋକ ଏବଂ ଜଙ୍ଗଲ ବିଭାଗର କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିଛନ୍ତି । କିଛି ଦୁର୍ବୃତ୍ତ ୩ରୁ ୪ ସ୍ଥାନରେ ନିଆଁ ଲାଗାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ରାତି ତମାମ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଜଙ୍ଗଲ ଜଗିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଛି । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ଲାଗିଥିବାର ସୂଚନା ମିଳିଛି ।
ପାର୍କିଂ ବ୍ୟବସ୍ଥାକୁ ନେଇ ତିନିଦିନ ଧରି ବନ୍ଦ ରହିଥିବା ୟୁନିଟ୍-୧ ହାଟ ମଙ୍ଗଳବାର ଖୋଲିବାକୁ ଯାଉଛି। ଆଜି ଏଠାରେ ଥିବା ୯ଟି ସଂଘର କର୍ମକର୍ତ୍ତା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ରାତିରେ ଆଲୋଚନା କରିବା ପରେ ବିଧାୟକ ହସ୍ତକ୍ଷେପ କରିଛନ୍ତି।