ସମଲେଶ୍ୱରୀ ଏକ୍ସପ୍ରେସର ଏସି ବଗିରେ ନିଆଁ

ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ

ଆଜି ଯାତ୍ରୀମାନେ ଏକ ବଡ଼ଧରଣର ଅଘଟଣରୁ ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି । ଆଜି ସକାଳେ ହାଓ୍ଵାଡ଼ାରୁ ସମ୍ବଲପୂୁର ଆସୁଥିବା ସମଲେଶ୍ୱରୀ ଏକ୍ସପେସରେ ଏକ ବଟିରେ ନିଆଁ ଲାଗିଛି । ସର୍ଟ ସର୍କିଟରୁ ସମଲେଶ୍ୱରୀ ଏକ୍ସପ୍ରେସର ଗୋଟିଏ ଏୟାର କଣ୍ଡିସନର ବଗିରେ ନିଆଁ ଲାଗି ଥିବା ଜଣାଯାଇଛି । ବଗିରୁ ଧୂଆଁ ବାହାରୁଥିବା ଜଣାପଡ଼ିବା ପରେ ଟ୍ରେନ୍‌ ଅଟକାଇଯାଇ ନିଆଁକୁ ଆୟତ କରାଯାଇଥିବା ଜଣାପଡ଼ିଛି ।

ରାଉରକେଲାରୁ ଝାରସୁଗୁଡ଼ର ମଧ୍ୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ତେବେ ଟ୍ରେନ୍‌ଟି ଝାରସୁଗୁଡ଼ା ଷ୍ଟେସନରେ ପହଞ୍ଚିବା ପବରେ ଏଥିରେ ସର୍ଟସର୍କିଟ ହୋଇଥିବା ଜଣାପଡ଼ିଥିଳା । ତେଣୁ ଟେନ୍‌ ସମ୍ବଲପୁରରେ ପହଞ୍ଚିବା ପରେ ଏହି ବଗିକୁ ଟ୍ରେନ୍‌ରୁ ଅଲଗା କରି ଅନ୍ୟ ଏକ ବଗି ସେଥିରେ ସଂଯୋଗ କରାଯାଇଥିବା ରେଳବାଇ ପକ୍ଷରୁ ଏ ନେଇ ସୂଚନା ମିଳିଛି ।  ଏହା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି । ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ପଢନ୍ତୁ ;

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ଆଜି ସକାଳେ ହାଓ୍ଵାଡ଼ାରୁ ସମ୍ବଲପୂୁର ଆସୁଥିବା ସମଲେଶ୍ୱରୀ ଏକ୍ସପେସରେ ଏକ ବଟିରେ ନିଆଁ ଲାଗିଛି - 90%

90%

ରାଉରକେଲାରୁ ଝାରସୁଗୁଡ଼ର ମଧ୍ୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି - 91%

91%
90.5%

Excellent!

ସମଲେଶ୍ୱରୀ ଏକ୍ସପ୍ରେସର ଏସି ବଗିରେ ନିଆଁ

ଆଜି ଯାତ୍ରୀମାନେ ଏକ ବଡ଼ଧରଣର ଅଘଟଣରୁ ଯାତ୍ରୀମାନେ ରକ୍ଷା ପାଇଯାଇଛନ୍ତି । ଆଜି ସକାଳେ ହାଓ୍ଵାଡ଼ାରୁ ସମ୍ବଲପୂୁର ଆସୁଥିବା ସମଲେଶ୍ୱରୀ ଏକ୍ସପେସରେ ଏକ ବଟିରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ସମଲେଶ୍ୱରୀ ଏକ୍ସପ୍ରେସର ଗୋଟିଏ ଏୟାର କଣ୍ଡିସନର ବଗିରେ ନିଆଁ ଲାଗି ଥିବା ଜଣାଯାଇଛି । ବଗିରୁ ଧୂଆଁ ବାହାରୁଥିବା ଜଣାପଡ଼ିବା ପରେ ଟ୍ରେନ୍‌ ଅଟକାଇଯାଇ ନିଆଁକୁ ଆୟତ କରାଯାଇଥିବା ଜଣାପଡ଼ିଛି ।

No Votes Yet

You're not rated yet