News

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

scb

କଟକ ବଡ଼ ଡାକ୍ତରଖାନାର ବୁଧବାର ଅଗ୍ନିକାଣ୍ଡ ଘଟିଛି। ଡାକ୍ତରଖାନାର ହେପାଟୋଲୋଜି ବିଭାଗରେ ନିଆଁ ଲାଗି ଯାଇଥିଲା। ଏସିରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି।

ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଛନ୍ତି । ବିଦୁ୍ୟତ ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

scb

ମିଳିଥିବା ସୂଚନା ଅନୁଯାୟୀ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଲିକାଲ କଲେଜ ଆଣ୍ଡ ହସ୍‌ପିଟାଲର ହେମାଟୋଲୋଜି ବିଭାଗରେ ପ୍ରାୟ ୪୦ ଜଣ ରୋଗୀ ଏହାର ଅର୍ନ୍ତବିଭାଗରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ହଠାତ ବୁଧବାର ଦିନ ପ୍ରାୟ ୧୨ଟା ବେଳେ ହେମାଟୋଲୋଜି ବିଭାଗରେ ଲାଗିଥିବା ଏୟାର କଣ୍ଡିସନରରୁ ସର୍ଟ ସର୍କିଟ ନିଆଁ ହୋଇ ଲାଗିଯାଇଥିଲା।

ପଢନ୍ତୁ;ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Related posts

ଦୁଇବର୍ଷ ମଧ୍ୟରେ ଦେଶରେ ୮୮୫ ବର୍ଗ କିମି ଜଙ୍ଗଲ ବଢିଛି,ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ

ENO Beuro

ଆରମ୍ଭ ହୋଇଛି ବୈଦିକ ଗଣିତଶାସ୍ତ୍ର କର୍ମଶାଳା

ENO Beuro

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

ENO Beuro

Leave a Comment